Odia News Portal

ଜୋରିମାନା ଦେଲେ ଭୁବନେଶ୍ବରର ୩ ଶୋ ରୁମ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥବବାରୁ ୩ଟ ଶୋ ରୁମରୁ ଜୋରିମାନା ଆଦାୟ କରାଯାଇଛି । ଅଶୋକ ମାର୍କେଟରେ ବିଏମସି ଓ ବିଡ଼ିଏର ମିଳିତ ଉଦ୍ୟମରେ…

ଭୁବନେଶ୍ୱରରୁ ୧୨ ପଜିଟିଭ, ୮ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୨ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ରଘୁନାଥ ନଗର ବସ୍ତିରୁ…

ବାତିଲ ହେଲା +୨ ପରୀକ୍ଷା

ଭୁବନେଶ୍ୱର()ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ରାଜ୍ୟରେ ବାକିଥିବା +୨ ପରୀକ୍ଷାକୁ ବାତିଲ କରିଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ବାକିଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା…

ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ପାଇଛି । ପୁଣି ବସ ଭଡ଼ା ୨ରୁ ୪ ପଇସା ବୃଦ୍ଧି ପାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅର୍ଡିନାରୀ ଭଡ଼ା କିମି ପିଛା ୭୦ରୁ ୭୧ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡ଼ା ୭୩ରୁ ୭୫ ପଇସା…

ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ

ପୁରୀ()  ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି ।  ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ।  ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି ।  ୯ଦିନ ଧରି ମାଉସୀ ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ଏହି କଠିନ ସ୍ଥିତି ଶୀଘ୍ର ଦୂର ହେଉ

ଭୁବନେଶ୍ବର()  ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଦେଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ବର୍ତ୍ତମାନର କଠିନ ସ୍ଥିତି ଶୀଘ୍ର ଦୂର ହେଉ । ଏଥିସହିତ…

ଆଜି ଆଉ ୨୫୧ ଆକ୍ରାନ୍ତ ଚିହ୍ନଟ, ୪୩ ଲୋକାଲ କେସ

ଭୁବନେଶ୍ବର()  ଆଜି ରାଜ୍ୟରେ ୨୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୩ ରୋଗୀ ସ୍ଥାନୀୟ ସଂକ୍ରମିତ। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୧୬ କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ପୂର୍ବତନ IICଙ୍କୁ ବହିଷ୍କୃତ କଲେ ଡିଜିପି

ରାଉରକେଲା() ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି ।…

ପହଣ୍ଡି ପରେ ଛେରା ପହଁରା ନୀତି ଆରମ୍ଭ

ପୁରୀ()  ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷା କରିଛନ୍ତି ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ।…

ଅଚଳ ସିସିଟିଭିର ସୁଯୋଗ ନେଇ କୋର୍ଟ ପରିସରରେ ଚୋରଙ୍କ ଉତ୍ପାତ

ଭୁବନେଶ୍ୱର : ଅଚଳ ସିସିଟିଭି ଏବେ ରାଜଧାନୀରେ ଚୋରଙ୍କୁ ବେଶ୍‍ ସୁହାଇଛି । ଏହା ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ ଭୁବନେଶ୍ୱର କୋର୍ଟ ପରିସରରେ । ସିସିଟିଭି ଖରାପ ସୁରାକ ପାଇଁ ଚୋରମାନେ କୋର୍ଟ ପରିସରରୁ ଆଇନ୍‍ଜୀବୀଙ୍କ ହେଲମେଟ ନେଇ ଚମ୍ପଟ ମାରୁଛନ୍ତି । ସୋମବାର ଦିନ ଏଭଳି ଚୋରିର…