ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ
ଘଟଗାଁ : ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ ମନ୍ଦିର ଦ୍ୱାର…
