ଆସନ୍ତୁ ଜାଣିବା କଣ ପାଇଁ ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପୋଲିସ
ରାଇରଙ୍ଗ୍ପୁର : ବେଦୀ ନିକଟରେ ବାଜୁଥିଲା ଶୁଭ ସାହାନାଇ । ପଡିଯାଇଥିଲା ବରକନ୍ୟାଙ୍କ ହାତ ଗଣ୍ଠି । ମହୁରୀ ସମାଜର ପରମ୍ପରା ଅନୁସାରେ ସରିଆସୁଥିଲା ବିବାହ ରୀତିନୀତି । ହେଲେ ଅଚାନକ୍ ଆସି ପହଞ୍ଚିଲା ପୋଲିସ ।
ସମସ୍ତଙ୍କ ହସ ଖୁସିରେ ପୂର୍ଣ୍ଣଛେଦ୍ ପକାଇ ବରକୁ ଉଠାଇନେଲା ଥାନାକୁ ।…
