ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ରାହୁଲଙ୍କୁ ବିମାନବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ବରମୁଣ୍ଡା ପଡିଆରେ ସମାବେଶରେ ଯୋଗ ଦେବେ । ରାହୁଲଗାନ୍ଧୀଙ୍କ ଗସ୍ତକୁ ନେଇ ପୁଲିସ କଡା ସୁରକ୍ଷାର ବ୍ୟବସ୍ଥା କରିଛି । ଭୁବନେଶ୍ୱରରେ ୫୩!-->…
