ରାଜ୍ୟରେ କେମିତି ରହିଛି ବନ୍ୟା ସ୍ଥିତି? ଜାଣନ୍ତୁ ଅପଡେଟ
ଲଗାଣ ବର୍ଷାରେ ଏବେ ରାଜ୍ୟର ଅଧିକାଂଶ ଅଂଚଳରେ ବନ୍ୟା ସ୍ଥିତି ଦେଖାଦେଇଛି | ତେବେ ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ରେଙ୍ଗାଲି ଡ୍ୟାମରେ ଗତକାଲି ଗୋଟିଏ ଗେଟ ଖୋଲା ଯାଇଥିଲା। ଉପର ମୁଣ୍ଡରେ ବର୍ଷା ପାଇଁ ଆଜି ଆଉ ଏକ ଗେଟ ଖୋଲାଯାଇଛି।!-->…
