Odia News Portal

କରୋନା ଯୋଗୁଁ ହତାଶ ହୋଇପଡିଲେଣି ବହୁ ଯୁବ ନେତା

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜ୍ୟର ଯୁବନେତାମାନେ ଏବେ ହତାଶ । ନିଜ ନିଜର ଭବିଷ୍ୟତକୁ ନେଇ ଏକ ପ୍ରକାର ସନ୍ଦିହାନ ହୋଇପଡିଲେଣି । ଶାସକଦଳ ଠାରୁ ଆରମ୍ଭ କରି ପ୍ରାୟ ସବୁ ଦଳରେ ସୁନେଲି ଭବିଷ୍ୟତ ଦେଖୁଥିବା ଯୁବନେତାମାନଙ୍କର ଏଭଳି ଅବସ୍ଥା । ଏପରିକି କେତେକ ରାଜନୀତି ମଇଦାନରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶୁକ୍ର ଓ ଚନ୍ଦ୍ର ଧନ ଏବଂ ଲାଭଭାବସ୍ଥ ହେତୁ ଆର୍ଥିକ ଉନ୍ନତି ସହ ମାନସିକ ସ୍ଥିତି ଭଲ ରହିବ। ପୂର୍ବ ପରିକଳ୍ପିତ ନୂଆଁ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ଆଲୋଚନା ପରିସର, ସଭାସମିତିରେ, କଳା-ସାହିତ୍ୟରେ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ। ଯାତ୍ରା, ବ୍ୟବସାୟ,…

କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ

ଖୋର୍ଦ୍ଧା : କରୋନା ସମୟରେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ଘଟିଛି ଏଭଳି ଘଟଣା। ଦୁଇ ଜଣ ଡାକ୍ତର ରୋଗୀ ସେବା ସମୟରେ ଜଣେ ଯୁବକ ପିଭିସ ପାଇପ ଉଠାଇ ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ ସହ ଗାଳିଗୁଲଜ କରିଛନ୍ତି । ସିସିଟିଭି ଫୁଟେଜକୁ…

ଦୁର୍ଗମ ଅଂଚଳରେ ବିକାଶ ପାଇଁ ଆହ୍ୱାନ କଲା ‘ପ୍ରହର’

ଭୁବନେଶ୍ୱର : ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍ ରିଡ୍ରେସାଲ) ଦୁର୍ଗମ ଅଂଚଳରେ କୋଭିଡ-୧୯ ବ୍ୟପକତା ପାଇଁ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ଆଶ୍ୱାସନା ଦେବାପାଇଁ ଓ୍ୟୌଦ୍ୟୋଗିକ…

ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ

ଭୁବନେଶ୍ୱର : ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ । ଏବେ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ମଦ ଉପରେ ଅତିରିକ୍ତ…

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର () ଗତ ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଅଫିସ ମେମୋରାଣ୍ଡମ ତା.୦୬.୦୭.୨୦୨୦ରେ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସ୍ନାତକ ଓ ସ୍ନତକୋତ୍ତର ଶେଷ…

ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ

ଯାଜପୁର ରୋଡ : ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ । ମିର୍ଜାପୁର ପରେ ଆଜି ପୁଣି ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣା ଘଟିଛି ଯାଜପୁର ରୋଡ ଥାନା ଅଞ୍ଚଳର ରାଛିପୁର ନୋହରା ଶାଳ ନିକଟରେ । ମୃତା ଜଣକ ନେଳିବାରୀ ସ୍କୁଲର…

ଆଜି ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()  ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଓଡିଶାରେ ସୁସ୍ଥ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ତେବେ ଗଞ୍ଜାମରେ ସର୍ବାଧିକ ୧୦୦ ଓ ଗଜପତିରେ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୨, ଯାଜପୁରରୁ ୩୨,…

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗିରଫ

ଭୁବନେଶ୍ୱର()  ଆୟୁସ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି ମହିଳା ଥାନା ପୋଲିସ । ତାଙ୍କ ନାମରେ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ତାଙ୍କୁ ଥାନାରେ ହାଜର ହେବାକୁ ମହିଳା ଥାନା ପୋଲିସ ନୋଟିସ ଜାରି କରିଥିଲା ।…

୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ

ଭୁବନେଶ୍ୱର() ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ତାରିଖ ପ୍ରକାଶ ପାଇଛି । ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ୧୩ରେ ଦଶକ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଛି ।…