ଦଶମରେ ୯୯.୩୪ପ୍ରତିଶତ ପିଲା ପାସ
ନୂଆଦିଲ୍ଲୀ() ଦେଶରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି । ଏନେଇ ସ୍କୁଲ ଓ କଲେଜ ଖୋଲିପାରୁ ନାହିଁ । କୌଣସି ପରୀକ୍ଷା ମଧ୍ୟ ହୋଇପାରୁନାହିଁ । କିନ୍ତୁ ଏହାରି ମଧ୍ୟରେ ସାରା ଦେଶରେ ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାରା ଦେଶରେ ଦଶମରେ ୯୯.୩୪ପ୍ରତିଶତ ପିଲା…
