ସୋନୁ ସୁଦଙ୍କ ପରେ ଅଣ୍ଟା ଭିଡ଼ିଲେ ଅମିତାଭ ବଚ୍ଚନ
ମୁମ୍ବାଇ : ୧୦ଟି ବସ୍ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକଙ୍କୁ ନେଇ ସେମାନଙ୍କର ଗାଁରେ ଛାଡ଼ିବ । ପ୍ରତି ବସ୍ରେ ୨୫ରୁ ୩୦ ଜଣ ଯିବାର ବ୍ୟବସ୍ଥା ସହ ଯାତ୍ରୀଙ୍କୁ ଯାତ୍ରା ସମୟରେ ୬ ଥର ଖାଇବାକୁ ମିଳିବ । ଏହାଛଡ଼ା ସମସ୍ତଙ୍କୁ ମେଡ଼ିକାଲ୍ କିଟ୍ ବି ଦିଆଯାଇଛି ।
ଏମିତି ବ୍ୟବସ୍ଥା…
