ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ, କେନ୍ଦ୍ରଙ୍କୁ ଚିଠି ଲେଖିଲା କଲ୍ଚରାଲ ସର୍କଲ୍
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍ଚରାଲ୍ ସର୍କଲ୍ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଓଡ଼ିଶା କଲ୍ଚରାଲ୍ ସର୍କଲ୍ର ଅଧ୍ୟକ୍ଷ ଜେ.କେ.…
