ଜଙ୍ଗଳ ବିଭାଗର ଚଢାଉ ଚୋରା କାଠ ସହ ଗାଡ଼ି
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଓଳାଶୁଣୀ ପାହାଡ଼ରୁ ଏକ ପିକ୍ଅପ ଭ୍ୟାନ (ଓ.ଆର.୦୨ବି.ଏ୨୧୬) ଚୋରା କାଠ ବୋଝେଇ ଗାଡିକୁ ବନ ବିଭାଗର କର୍ମଚାରୀ ଜବତ କରିଛନ୍ତି । କୌଣସି ସୁତ୍ରରୁ ଖବର ପାଇଁ ଏଡ଼ିଜି ଦେବାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କଟକ ଭିଜିଲାନସ୍ ଓ ଡ଼ାଳିଯୋଡ଼ା ରେଞ୍ଜର ବୈରୀ…
