ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର
ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମରୁ କୌଣସି ଲୋକ ଭୁବନେଶ୍ୱର ଯାଇପାରିବେ ନାହିଁ । ଭୁବନେଶ୍ୱରରୁ କୌଣସି ଲୋକ ଗଂଜାମ ଯାଇପାରିବେ ନାହିଁ । ଏନେଇ ସହଯୋଗ କରିବା ପାଇଁ ଟ୍ଵିଟ କରି ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗ । ସେପଟେ ସାଧାରଣ ରୋଗୀଙ୍କ…
