Odia News Portal

ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଳେଖଯୋଗ୍ୟ ଯେ ରାଜ୍ୟରେ ୧୭୨୩ କରୋନା ଆକ୍ରାନ୍ତ ଚିହ୍ନଟ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୭୦୬କୁ ବୃଦ୍ଧି

ନୂଆଦିଲ୍ଲୀ()ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୭୦୬କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୫ହଜାର ୭୯୯ ଥିବା ବେଳେ ୭୧ହଜାର ୧୦୫ଜଣ ସୁସ୍ଥ ହୋଇଛନ୍ତି ଓ ୮୯ହଜାର ୯୮୭ଜଣ…

ଆଜି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବ

ଭୁବନେଶ୍ବର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର…

ଓଡିଆଙ୍କ ଶ୍ରବଣ କୁମାର ନଵୀନ

ଭୁବନେଶ୍ବର : ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଅନ୍‌ବିଟେ୍‌ବଲ୍‌ ହିରୋ । ରାଜନୀତିରେ କେବେ ବି ପରାଜୟର ସ୍ୱାଦ ଚାଖିନଥିବା ଏହି ବିଚକ୍ଷଣ ପ୍ରଶାସକ ଓ ଧୂରିଣ ରାଜନୀତିଜ୍ଞ ପଞ୍ଚମ ଇନିଂସର ପ୍ରଥମ ବର୍ଷ ବେଶ୍ ସଫଳତାର ସହ ପୂର୍ଣ୍ଣ କରିଛନ୍ତି । ବହୁ ଝଡ଼ ଝଞ୍ଜା ଓ ବିପର୍ଯ୍ୟୟର ପୃଷ୍ଠଭୂମିରେ…

ରାଜଧାନୀରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା

ଭୁବନେଶ୍ୱର : ଗତ କାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା ହୋଇଛି । ଅତି ବେଗରେ ପବନ ବୋହିବା କାରଣରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖାଦେଇଛି । ଭୋର ୪ଟାରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା ବର୍ଷା ଓ ପବନ ମାଡ।…

ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ଥାନା ପୂର୍ବତନ ଆଇଆଇସିଙ୍କୁ ନିଲମ୍ବିତ

ଭୁବନେଶ୍ବର : ମହଙ୍ଗା ପଡିଲା ମହିଳା ସହକର୍ମୀଙ୍କୂ ଅସଦାଚାରଣ କରିବା। ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକ ନିଲମ୍ବିତ। ତାଙ୍କୁ ପୋଲିସ ଡିଜି ଅଭୟ ନିଲମ୍ବିତ କରିଛନ୍ତି। ଉପରସ୍ଥ ଅଧିକାରୀଙ୍କ  ନିକଟରେ  ଶ୍ରୀଯୁକ୍ତ ନାୟକଙ୍କ ବିରୋଧରେ…

ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ

ପ୍ରେମ ମାନେ ନାହିଁ ବାଧା ବନ୍ଧନ । ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ । ଏମିତି ଏକ ପ୍ରେମୀ ଯୁଗଳ ହେଲେ ପୁରୀ ଜିଲ୍ଲାର ସୈାରଭ(୧୯) ଓ ପିଙ୍କି । ସୈାରଭ ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କାରଖାନାରେ କାମ କରୁଥିଲେ । କିଛି ମାସ ତଳେ ଗାଁକୁ ଆସିଥିଲେ । ଚଳିତ ଜାନୁଆରୀ ମାସରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରୋହିଣୀ ନକ୍ଷତ୍ରସ୍ଥ ଶନିଙ୍କ ଯୋଗୁ ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳି ଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, କଳା, ସାହିତ୍ୟ, ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। କିନ୍ତୁ ପାରିବାରିକ ସ୍ତରରେ…

ଓଡ଼ିଆ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍‌

ପରଦାରେ କେତେବେଳେ ହିରୋ ତ ଆଉ କେତେବେଳେ ଭିଲିଆନ୍‌ ଭୂମିକାରେ ଅଭିନୟ କରିଥିବା ସୋନୁ ସୁଦ୍‌ ରିୟଲ ଲାଇଫ୍‌ରେ କିନ୍ତୁ ପ୍ରକୃତରେ ଜଣେ ହିରୋ ଭଳି କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି। ବାହା ରାଜ୍ୟରେ ଥିବା…

ପୁଣି ଖସିଲା ସୁନା ଦର

ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପ୍ରତି ୧.୧୦ ପ୍ରତିଶତ ବା ୫୦୯ଟଙ୍କା ଖସି ୪୫,୮୧୩ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର  ୪୬,୯୧୨ ବୋଲି ରେକର୍ଡ କରାଯାଇଥିଲା । ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର…