Odia News Portal

୭କୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ୭ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ…

କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍ ଯୋଗେ ସଂକ୍ରମିତ ଅଙ୍ଗନବାଡ଼ି କର୍ମୀଙ୍କ ସହ ବି କଥା ହୋଇଛନ୍ତି । ଏହାସହ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃଢତ ସେବା…

ନୋକିଆ ପ୍ଲାଣ୍ଟର ୪୨ ଜଣ କର୍ମଚାରୀଙ୍କୁ କରୋନା

ବିଶ୍ୱର ଅନ୍ୟତମ ବରିଷ୍ଠ ଫୋନ ନିର୍ମାତା କମ୍ପାନୀ ନୋକିଆର ତାମିଲ ନାଡୁ ସ୍ଥିତ ମ୍ୟାନୁଫାକଚରିଂ ପ୍ଲାଣ୍ଟରେ କାର୍ଯ୍ୟରତ ୪୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ କମ୍ପାନୀର ଏହି ପ୍ଲାଣ୍ଟକୁ ବନ୍ଦ କରିଦେବା ନେଇ ନିଷ୍ପତି ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।…

ବଢିବ ଲକଡାଉନ ଅବଧି !

ନୂଆଦିଲ୍ଲୀ() କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବଢ଼ାଇବାକୁ ଯୋଜନା କରିଥିବାର ଖବର ମିଳିଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ…

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ଟପିଲା

ନୂଆଦିଲ୍ଲୀ () ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୭୬୯୧ ଜଣ ସୁସ୍ଥ ହୋଇଥିବାବେଳେ ୪୫୩୧ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୮୬୧୧୦ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ…

ଆଉ ୬୭ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି

ଭୁବନେଶ୍ୱ() ରାଜ୍ୟର ୧୦ଟି ଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ…

ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ

ଆଠଗଡ : ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ। ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ। ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର। ସୂଚନା ଯୋଗ୍ଯ  ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁର ସନ୍ତୋଷ ସାମଲ(୪୦) ଭୋରରୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ…

ଦିନିକିଆ ଏସପି ହେଲେ ୪ ବର୍ଷର ଝିଅ ଆରଧ୍ୟା

ଭୁବନେଶ୍ୱର : କୌଣସି ସିନେମାର କାହାଣୀ ନୁହେଁ, ବରଂ ମନକୁ ଛୁଇଁଲା ଭଳି ନିଛକ ସତ୍ୟ ଘଟଣାଟିଏ । ଦିନକ ପାଇଁ ଏସପି ବନିଗଲେ ଜଣେ ୪ବର୍ଷର କୁନି ଝିଅ । ତାହା ପୁଣି ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର । ନାଁ ତାଙ୍କର ଆରଧ୍ୟା ଚାଣ୍ଡକ, ଘର ସୁକୁମା ସହରରେ । ବୟସ ୪ବର୍ଷ ହେଲେ…

ମହିଳା ଅଧିକାରୀଙ୍କ କାରନାମା ଯୋଗୁଁ ସରକାର ନାକେଦମ

ଭୁବନେଶ୍ବର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଦିନ ରାତି ଏକ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ କିଛି ମହିଳା ଅଧିକାରୀ ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏମାନଙ୍କ କାରନାମା ପାଇଁ ସରକାର କେବଳ ଅକଳରେ ପଡୁ ନାହାନ୍ତି ସାଧାରଣରେ ସମାଲୋଚନାର…

Facebook ଲଞ୍ଚ କଲା ନୂଆ ଭିଡିଓ କଲିଙ୍ଗ ଆପ CatchUp

ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜ ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏକ ନୂଆ ଭିଡିଓ କଲିଙ୍ଗ ଆପ “କ୍ୟାଚ ଅପ” ଲଞ୍ଚ କରିଛି । ଏହି ଆପ ଜରିଆରେ ଏକା ସାଥିରେ ୮ ଜଣ ୟୁଜର୍ସଙ୍କ ସହ ଭିଡିଓ କଲ କରାଯାଇପାରିବ । ସବୁଠୁ ଖାସ କଥା ହେଉଛି, ଏହି ଆପ ୟୁଜର୍ସଙ୍କୁ…