Odia News Portal

ପୋଲିସ- ମାଓବାଦୀ ଗୁଳିବିନିମୟ : ଟଳିଲେ ୪ କ୍ୟାଡର ମାଓବାଦୀ

କନ୍ଧମାଳ : କନ୍ଧମାଳ ତୁମୁଡିବନ୍ଧରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଟଳିପଡିଛନ୍ତି ୪ କ୍ୟାଡର ମାଓବାଦୀ। କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳର ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ KKBNର ୪ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି।…

ଆଜି ୪୬୯ କରୋନା ପଜିଟିଭ୍‌ : ସଂଖ୍ୟା ୯ ହଜାର ପାର୍‌

ଭୁବନେଶ୍ୱର : ରାଜ୍ୟରେ ସ୍ଥିତି ଭୟଙ୍କର । ବିସ୍ଫୋରକ ରୂପ ନେଲାଣି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଓଡ଼ିଶାରୁ ୪୬୯ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ ହୋଇଛି। ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ…

ବିନା ଦରମାରେ ଦିଲ୍ଲୀ ଆବାସିକ ଆୟୁକ୍ତଙ୍କ ଦପ୍ତରର ଅସ୍ଥାୟୀ କର୍ମଚାରୀ

ଭୁବନେଶ୍ୱର : କରୋନା ମହାମାରୀ ବ୍ୟାପିଲା ଦିନଠାରୁ ସରକାର କାର୍ଯ୍ୟାଳୟର ସମୟ ନିର୍ଘଣ୍ଟ, କର୍ମଚାରୀଙ୍କ ଉପସ୍ଥାନ, ଛୁଟି, କାମ ପ୍ରଭୃତି ସମ୍ପର୍କରେ ସମୟକୁ ସମୟ କେତେକାଶଂରେ କୋହଳ କରିଛନ୍ତି । ମହାମାରୀରୁ ବଞ୍ଚିବାକୁ ସରକାର ପ୍ରାଥମିକତା ଦେଇଛନ୍ତି । ସେଥି ସକାଶେ ଅଫିସ୍‍ ନିଆସିଲେ ବା…

ବିଏମ୍‌ସି ଅଫିସ୍‌ରେ କରୋନା !

ଭୁବନେଶ୍ୱର : ବିଡିଏ ପରେ ବିଏମ୍‌ସିରେ ପଶିଛି କରୋନା । ବିଏମ୍‌ସି ଅଫିସ୍‌ରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରଙ୍କୁ କରୋନା ହୋଇଛି । ଦୁଇ ବରିଷ୍ଠ ଯନ୍ତ୍ରୀ ଆକ୍ରାନ୍ତ ବାହାରିବା ପରେ ବିଏମ୍‌ସି ଅଫିସ୍‌ରେ ଆତଙ୍କ ଖେଳି ଯାଇଛି । ଇଞ୍ଜିନିୟରିଂ ସେକ୍ସନ୍‌କୁ ୭ ଦିନ ପାଇଁ ସିଲ୍‌…

ଆଜି ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେଓଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ତାପସୀ ପନ୍ନୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଙ୍ଗନା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ କଙ୍ଗନା ରାଣାଓ୍ଵତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ହୋଇଯାଇଛନ୍ତି। ପୂର୍ବରୁ ମୁଭି ମାଫିଆଙ୍କ ଉପରେ ବର୍ଷିଥିବା କଙ୍ଗନା ଏବେ ତାପସୀଙ୍କୁ ସେହି ମାଫିଆଙ୍କ ଚାମ୍‌ଚା କହିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ ସୋସିଆଲ ମିଡିଆ ଟିମ୍‌ ଶନିବାର ତାପସୀ…

ଆଜିଠାରୁ ବାହାରିବ ନୀଳାଚଳ ଅଭଡା

ପୁରୀ : ନୀଲାଦ୍ରିବିଜେ ସହ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା । ଆଜିଠାରୁ ଶ୍ରୀମନ୍ଦିର ରତ୍ନବେଦୀରେ ପୂଜାପାଇବେ ମହାପ୍ରଭୁ । ଗତକାଲି ରାତିରେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନବେଦୀରେ ବିଜେ ପରେ ବଡସିଂହାର ବେଶ କରାଯାଇ ପହୁଡ କରାଯାଇଥିଲା। ଆଜିଠାରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଭାଗ୍ୟସ୍ଥାନରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟି ହୋଇଥିବାରୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଶାରୀରିକ ସୁସ୍ଥତା ସଙ୍ଗକୁ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁଁ ମନ ଖୁସି ରହିବ। ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ…

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରୋଟାରୀ କ୍ଲବ ଭୁବନେଶ୍ୱର, ତୋଷାଳୀର କର୍ମକର୍ତ୍ତା । କ୍ଲବର ଯୁବ ସଦସ୍ୟମାନେ ସ୍ଥାନୀୟ ୮ନମ୍ବର, ଡେଲଟା ଛକ, ବରମୁଣ୍ଡା, ଜାତୀୟ ରାଜପଥ କଡ ଓ ବିଭିନ୍ନ ବିଦ୍ୟାଳୟ ପ୍ରାଙ୍ଗଣରେ ଏକାଧିକ ବୃକ୍ଷରୋପଣ କରିଛନ୍ତି…

ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖାଦ୍ୟ ବଣ୍ଟନ ୧୦୦ ଦିନରେ ପହଁଚିଲା

ଭୁବନେଶ୍ବର : କରୋନା ମହାମାରୀ ପାଇଁ ସରକାର ଙ୍କ ପକ୍ଷରୁ ତାଲା ବନ୍ଦ ଘୋଷଣା ହେବାର ଦ୍ଵିତୀୟ ଦିନରୁ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ନିରନ୍ତର ଭାବେ ଖାଦ୍ୟ ଯୋଗାଣ ଚାଲିଛି।ଏହି ୧୦୦ ଦିନ ଭିତରେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ,ବିଭିନ୍ନ ଗରିବ ଅସହାୟ ଲୋକ ମାନଙ୍କୁ ମଧ୍ୟ ଶୁଖିଲା…