ପୁଣି ଥରେ ଚର୍ଚ୍ଚାରେ ଓଡ଼ିଆ ଝିଅ ସୋନା ମହାପାତ୍ର
ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ କଣ୍ଠଶିଳ୍ପୀ ତଥା ଓଡ଼ିଆ ଝିଅ ସୋନା ମହାପାତ୍ର । ଏଥର କିନ୍ତୁ କୌଣସି ବିବାଦ ପାଇଁ ନୁହେଁ ବରଂ ଏକ ପ୍ରେମ ଚିଠିକୁ ନେଇ ସେ ଆଲୋଚନା ପରିସରକୁ ଆସିଛନ୍ତି । ନିଜ ରାଜ୍ୟର କଳା, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତକୁ ନେଇ ସାରା ବିଶ୍ୱକୁ ଏକ ବାର୍ତ୍ତା…
