Odia News Portal

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର() ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତକାଲି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ…

ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିଦୁ” କାର୍ଯ୍ଯକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ସମଗ୍ର ଦେଶରେ କୋରାନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି । ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ…

୨୪ଘଣ୍ଟାରେ ୧୫ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୪୭୬ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୧୫ହଜାର ୯୮୬…

କରୋନାରେ ବିଧାୟକଙ୍କ ମୃତ୍ୟୁ

ଦିନକୁ ଦିନ କରୋନାର ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଲକାତାର କେରାନା ସ୍ଥିତି ସମ୍ପର୍କରେ ନକହିବା ହିଁ ଭଲ । ତେବେ ଏହାରି ଭିତରେ ଆଉ ଜଣେ ବିଧାୟକ ପ୍ରାଣହାନୀ ଘଟିଛି କରୋନାରେ । ବିଧାୟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଟିଏମସି ବିଧାୟକ ତମୋନାଶ ଘୋଷ । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୦ ବର୍ଷ…

ମହାକାଶରୁ ମାଡ଼ି ଆସୁଛି ବଡ଼ ବିପଦ

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର…

ପେଟ୍ରୋଲ ଠାରୁ ମହଙ୍ଗା ଡିଜେଲ୍

ନୂଆଦିଲ୍ଲୀ() ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ ଅଳ୍ପ ପରିମାଣରେ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ଲଗାତର ଭାବେ ବଢିବାରେ ଲାଗିଛି ।  ଦିଲ୍ଲୀରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ() ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ ସ୍ୱସ୍ଥ ଆରମ୍ଭ

ଭୁବନେଶ୍ୱର : ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏହା ଜରିଆରେ ଲୋକମାନେ ଦେଶର ଶ୍ରେଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇପାରିବେ । ଟେଲିମେଡିସିନ୍ ବ୍ୟବହାରକୁ…

ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୨୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୮୨ଜଣଙ୍କ ମଧ୍ୟରେ ୨୫୬…

ଏହି ଜିଲ୍ଲାରେ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ୧୦ ଦିନ ମନା

ଗଞ୍ଜାମ : ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…