ଭାରତ ବିରୋଧରେ ପୁଣି ଏକାଠି ହେଲେ ପାକିସ୍ତାନ-ଚୀନ
ବେଜିଂ-ଇସଲାମାବାଦ : ଚୀନ୍ର ଋଣ ଜାଲରେ ଫସି ରହିଥିବା ପାକିସ୍ତାନ ଶେଷରେ ଚୀନର ତାଳରେ ନାଚିବାକୁ ମନସ୍ଥ କରିଛି । ଏହି ପର୍ଯ୍ୟାୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତାଙ୍କ ସରକାର ମହତ୍ୱାକାକ୍ଷୀ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର(ସିପିଇସି) ପ୍ରକଳ୍ପକୁ…
