Odia News Portal

ରାଜ୍ୟରେ ଏହି ଗୋଟିଏ ଜିଲ୍ଲାକୁ ଛାଡି ବାକି ୨୯ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର() ଆଜି ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ସେଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୯ଜିଲ୍ଲାକୁ ବ୍ୟାପିଛି କରୋନା । ରାଜ୍ୟରେ ରାୟଗଡା ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାକୁ ବ୍ୟାପିଛି…

ଉପଦେଷ୍ଟାଙ୍କ ଚକ୍ରଵ୍ୟୁହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ବର : ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏବେ କିଛି ପରାମର୍ଶଦାତାଙ୍କ ଚକ୍ରବ୍ୟୁହରେ । ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥାର ଏହି ତଥାକଥିତ ଉପଦେଷ୍ଟାମାନେ କମିଶନକୁ ଏଭଳି ବାଟବଣା କରୁଛନ୍ତି ଯେ ଲୋକେ ଏହାର…

ଟପ୍ ଟେନରେ ଭାରତ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏବେ ୮୬୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ…

ବାରମ୍ବାର ରିଚାର୍ଜ ନକରି ଥରେ କରନ୍ତୁ ବର୍ଷିକିଆ ରିଚାର୍ଜ, ପାଆନ୍ତୁ ଅନଲିମିଟେଡ୍ କଲିଂ ଓ ଡାଟା

ନୂଆଦିଲ୍ଲୀ : ଜିଓ, ଆଇଡିଆ-ଭୋଡାଫୋନ୍ ଓ ଏୟାରଟେଲ୍ ପାଖରେ ୩୬୫ ଦିନର ଭ୍ୟାଲିଡିଟି ଥିବା ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ, ଡାଟା ଓ ଫ୍ରି ଏସଏମଏସ ଭଳି ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ଏହି ଟେଲିକମ୍ କମ୍ପାନୀଙ୍କ ସେହି ପ୍ଲାନ୍ ସମ୍ପର୍କରେ କହିବୁ…

ପାକିସ୍ତାନର ଗୁପ୍ତଚର ପାରାକୁ ନେଇ ଆତଙ୍କ

ନୂଆଦିଲ୍ଲୀ : ଯେତେ ଯାହା ହେଇଯାଉ ପାକିସ୍ତାନ କିନ୍ତୁ ତାର ମନ୍ଦ ଅଭ୍ୟାସ ଛାଡ଼ିବନି । କେତେବେଳେ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିବା ହେଉ ବା ଆତଙ୍କବାଦୀ ପଠାଇବା ହେଉ , ସବୁବେଳେ ଭାରତକୁ ଟାର୍ଗେଟ କରି ଚାଲିଛି। ପୁଣି ପାକିସ୍ତାନ ଆଉ ଏକ ଚକ୍ରାନ୍ତ ରଚିଛି । ଭାରତ-ପାକିସ୍ତାନ…

ବନବାସ ବେଳେ ଶବରୀଙ୍କ ଅଁଇଠା ଫଳ ଖାଇ ଦୁନିଆକୁ ଏହି ବାର୍ତ୍ତା ଦେଇଥିଲେ ଶ୍ରୀରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପିତୃବଚନ ପାଳନ କରିବା ପାଇଁ ୧୪ ବର୍ଷ ଲାଗି ବନବାସ ଯାଇଥିଲେ। ଏହି ସମୟରେ ସେ ଜଣେ ଶବରୀଙ୍କୁ ସାକ୍ଷାତ କରିଥିଲେ। ଶବରୀଙ୍କ ପ୍ରକୃତ ନାମ ଥିଲା ଶ୍ରମଣା। ସେ ଭିଲ ସମୁଦାୟର ଥିଲେ। ଏଣୁ ତାଙ୍କ ବିବାହ ଜଣେ ଭିଲ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଶବର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରେ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ବ୍ୟକ୍ତିମାନେ ସମସ୍ୟାଗ୍ରସ୍ତ ହେବେ ଏବଂ ସେମାନଙ୍କର ମାନସିକ ସ୍ଥିତି ଦୁର୍ବଳ ରହିବ। ପାରିବାରିକ ସମସ୍ୟା,ପରିବହନରେ ଝଗଡା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା…

ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ

ମିଶନ ଶକ୍ତି ନିର୍ଦ୍ଦେଶିକା ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ । ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ବର୍ଷ ବୟସରେ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ  ଜଣେ ବିଶିଷ୍ଟ…

ମାତ୍ର ୭ ସେବାୟତରେ ସମ୍ପନ୍ନ ହେବ ନୀତିକାନ୍ତି

ଭୁବନେଶ୍ୱର : ମାତ୍ର ୭ ଜଣ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ବିନା ଜାକଜମକରେ ଦେବ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ । ମାତ୍ର ୭ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ ହେବ ।…