ଏହି ପାଞ୍ଚଟି ଜିଲ୍ଲାର ଶ୍ରମିକଙ୍କୁ ଭୁବନେଶ୍ବର ମନା
ଭୁବନେଶ୍ୱର : ଭୁବନେଶ୍ବରରେ ବଢିଚାଲିଥିବା କରୋନା ଆକ୍ରାନ୍ତ ସଂଖ୍ୟାକୁ ନେଇ ବିଏମସି ଜାରି କରିଛି ଆଡଭାଇଜରୀ। ଭୁବନେଶ୍ବରରେ ଥିବା ସମସ୍ତ ସଂସ୍ଥାର ନିଯୁକ୍ତିଦାତା ଅନ୍ୟ ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି କାମରେ ନିୟୋଜିତ କରିବାରେ ବାରଣ କରିଛି।
ବିଏମସି ଅଧିକାରୀ କହିଛନ୍ତି ଯେ…
