Odia News Portal

ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ୫୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ରେକର୍ଡ଼ କଲା କରୋନା, ୫୬୧ ଆକ୍ରାନ୍ତ ଚିହ୍ନଟ,୧୩୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ଆଉ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ସଙ୍ଗରୋଧ କେନ୍ଦ୍ରରୁ ଓ ୧୩୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।…

କ’ଣ ପାଇଁ ଅଧର ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି , ଜାଣନ୍ତୁ ପ୍ରକୃତ କାରଣ….

ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ…

ଦୁଇ ଦଶନ୍ଧି ଧରି ଜଣେ ଯନ୍ତ୍ରୀଙ୍କ ହାତରେ ପ୍ରଦୂଷଣ ଯାଞ୍ଚ କ୍ଷମତା

ଭୁବନେଶ୍ୱର : ରାଜ୍ୟରେ ଥିବା କଳ କାରଖାନାର ପ୍ରଦୂଷଣ ଯାଞ୍ଚ କ୍ଷମତା ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜଣଙ୍କ ହାତରେ ରହିଛି । ଘଟଣାଟି ବିଶ୍ୱାସ ହେଉନଥିଲେ ବି ସତ୍ୟ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଯନ୍ତ୍ରୀଙ୍କ ହାତରେ ଗତ ୨୩ବର୍ଷ ଧରି ଏହି କ୍ଷମତା ଥିବାନେଇ ଏବେ…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଭୁବନେଶ୍ୱର() ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିିଆରା ନୀତି କରାଯାଇଥାଏ। ଗତ କାଲି ମହାପ୍ରଭୁଙ୍କ…

ଭକ୍ତ ଓ ଭକ୍ତିର ପରାକାଷ୍ଠା ପ୍ରମାଣିତ…

ଜଗତର ନାଥ ଶ୍ରୀଜଗନ୍ନାଥ । ସେ ହିଁ ଆଦ୍ୟ, ସେ ହିଁ ଅନ୍ତ । ତାଙ୍କ ପାଖରେ ଛୋଟ-ବଡ, ଧନୀ-ଗରିବ, କ୍ଷମତା ଓ ପ୍ରତିପତିର କୌଣସି ଭେଦଭାବ ନାହିଁ । ସମସ୍ତେ ତାଙ୍କ ପାଖରେ ସମାନ । ତାଙ୍କ ପାଖରେ ଯିଏ ସମର୍ପି ଯାଇଛି ତାର ସବୁ ଦୁଃଖ କଷ୍ଟକୁ ମହାପ୍ରଭୁ ନିଜ ଆଦେରୀ ଦେଇଛନ୍ତି । ଇତିହାସରେ ଏମିତି…

ଟିକଟକ୍ ଭଳି ନିଜର ଏକ ଆପ୍ ମୋଜ(Moj) ଲଞ୍ଚ୍

ନୂଆଦିଲ୍ଲୀ : ଚୀନ୍ ସହିତ ସୀମା-ବିବାଦ ପରେ ସରକାର ୫୯ ଚାଇନିଜ୍ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛନ୍ତି । ପ୍ରତିବନ୍ଧକ ପରେ ଧିରେ ଧିରେ ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଆପ୍ ସଂଖ୍ୟା ବଢୁଛି ଏବଂ ଡାଉନଲୋଡ୍ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଆପ୍ ସେୟାରଚାଟ୍ ଏବେ ଟିକଟକ ଭଳି…

ବଲିଉଡ୍ ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡ୍ ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମୁମ୍ବାଇର ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଅଷ୍ଟମସ୍ଥ ବଳହୀନ ଚନ୍ଦ୍ର ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। କିନ୍ତୁ ଧନସ୍ଥାନରୁ ଶୁକ୍ର ଦୃଷ୍ଟସ୍ଥ ହେତୁ କୌଣସି ବିବାଦୀୟ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବଶ୍ୟ ରହିବ,କିନ୍ତୁ କିଛି ଅସୁବିଧା ହେବନାହିଁ, କର୍ମକ୍ଷେତ୍ରରେ…

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ ଏବଂ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

ଭୁବନେଶ୍ବର : ଆଜି ପ୍ରବିତ୍ର ସୁନାବେଶ ଅବସରରେ ଭିଏସସନଗରେ "ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ" ର ଲୋଗୋ ଉନ୍ମୋଚନ କରାଯିବା ସହିତ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇପାରିବାପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ପ୍ରଥମ କାର୍ଯ୍ୟକ୍ରମ ଭାବେ ବିଶ୍ଵ ପରିବେଶ ସୁରକ୍ଷା…