କାଲିଠାରୁ ଗଡ଼ିବ ବସ ଓ ଟ୍ୟାକ୍ସି
ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ । ୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି । ସିଟି ବସ ଚଳାଚଳ କରିବ । ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ । ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ…
