Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରକେନ୍ଦ୍ରସ୍ଥ ଶନି ହେତୁ କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପରିବାରରେ ଅଶାନ୍ତ ଦୂର ହେବା ପାଇଁ…

୪ ଜିଲ୍ଲାପାଳଙ୍କୁ ଏସଆରସି ମାଗିଲେ କ୍ଷୟକ୍ଷତି ଅକାଳନର ରିପୋର୍ଟ

ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ବେଳେ ନାଲି ଆଖି ଦେଖାଇଲା ଅମ୍ଫାନ୍ । ଉଡ଼େଇ ନେଲା, ବୁଡ଼େଇ ଦେଲା । ଉପାଡ଼ି ଫୋପାଡି ଦେଲା ବଡ଼ ବଡ଼ ଗଛ । ଭାଙ୍ଗି ମୋଡ଼ି ମକଚି ଦେଲା । ପବନରେ ଉଡ଼ିଗଲା ଚାଳିଆ ଘର । ଆଜବେଷ୍ଟସ୍‌ ସବୁ ଭାଙ୍ଗି ଖଣ୍ଡଖଣ୍ଡ । ଏଭଳି ଚିତ୍ର ସବୁ ଆଜି ଦେଖିବାକୁ ମିଳିଥିଲା ଉପକୂଳ…

ଶ୍ରୀମନ୍ଦିରରେ ପତିତପାବନ ବାନା ଆଗରୁ ଉଡ଼ି ଯାଇଥିଲା ଏବେ ଚିରିଗଲା

ପୁରୀ : ଠିକ୍ ବାତ୍ୟା ଅମ୍ପନ୍ ଆସିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ି ଯାଇଥିଲା । ତେବେ ଆଜି ବାତ୍ୟା ବେଳେ ଏହା ଚିରି ଯାଇଛି। ପୁରୀ ସହରରେ ୪୦କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଯୋଗୁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନାର ମଧ୍ୟଭାଗ ଚିରି ଯାଇଛି।…

ଜାଣନ୍ତୁ କେବେ ଏବଂ କେଉଁଦିନ ଆସୁଛି ୫ଟି ପରାଗ ଜାଣିବା

ଆସନ୍ତା ମାସ ଜୁନରେ ସୂର୍ଯ୍ଯ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବ। ଚଳିତ ବର୍ଷ ୨୦୨୦ରେ ସମୁଦାୟ ୬ ଗ୍ରହଣ ଲାଗିବ, ଯେଉଁଥିରେ ପୂର୍ବରୁ ୧୦ ଜାନୁଆରୀରେ ଗୋଟିଏ ଗ୍ରହଣ ଲାଗିସାରିଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣର ଅଧିକ ମହତ୍ବ ରହିଛି। ତେବେ ଆସନ୍ତୁ ଜାଣିବା ଆଗକୁ କେବେ ପଡୁଛି…

ପୁରୀ ବେଳାଭୂମି ‘ଅମ୍ଫାନ’ ପ୍ରଭାବ

ପୁରୀ : ପୁରୀକୁ ବାତ୍ୟା ‘ଅମ୍ଫନ୍‌’ ନ ଛୁଇଁଥିବା ବେଳେ କିନ୍ତୁ ବେଳାଭୂମିରେ ଦେଖିବାକୁ ମିଳିଛି ଆସାନ୍ତ। ୧୯ତାରିଖ ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ମଙ୍ଗଳବାର ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିଲା। ଏଥି ସହିତ ବୁଧବାର…

ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ୍ ସଂଯୋଗ କାର୍ୟ୍ୟ ଚାଲିଛି

ଭୁବନେଶ୍ୱର() ବାତ୍ୟା ଯୋଗୁ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ୟ୍ୟ ଚାଲିଛି । ଖୁବ ଶୀଘ୍ର ଯେଉଁଠାରେ ସମ୍ଭବ ସେଠାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିଲେ । ପ୍ରଭାବିତ…

୨୫ ରୁ ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ()  କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ କରିଛନ୍ତି । ଏନେଇ ସମସ୍ତ ଟ୍ରେନ ଚାଳାଚଳ ଓ ବିମାନ ଉଡ଼ାଣ ବନ୍ଦ ଥିଲା ।…

କଳାହାଣ୍ଡିରେ ଆଉ ୧୧କରୋନା ପଜିଟିଭ

କଳାହାଣ୍ଡି() କଳାହାଣ୍ଡିରେ ଆଉ ୧୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରେ ୧୦ଜଣ ସଙ୍ଗରୋଧରେ ଥିଲେଓ ଅନ୍ୟଜଣେ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ବୋଲି…

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର() ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅମ୍ଫନର ସମ୍ମୁଖ ଭାଗ ଏବେ ପ୍ରବେଶ କରୁଛି । ସୁନ୍ଦରବନରେ ବାତ୍ୟା ଅମ୍ଫନ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି ।…

ମନଜିଣୁଛି DIGଙ୍କ କାର୍ଯ୍ୟକଳାପ

କେନ୍ଦ୍ରାପଡା()  ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ । ଆଜି ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ…