ଜୁଲାଇ ୨ରେ ଘରୋଇ ମହିଳା ଶ୍ରମିକ ଘେରିବେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ
ଭୁବନେଶ୍ୱର : ବାବୁଭାୟାଙ୍କ ଘରେ କାମ କରୁଥିବା ଘରୋଇ ମହିଳା ଶ୍ରମିକ ମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିବା, ନୂତନ ପଞ୍ଜିକରଣ ଓ ନବୀକରଣ ଆରମ୍ଭ, ଏହି ବର୍ଗର ସବୁ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା, ଆୟକର ଦେଉନଥିବା ରାଜ୍ୟର ସବୁ ପରିବାରକୁ ମାସିକ ୧୦ ହଜାର ଟଙ୍କାର ସହାୟତା, ଲକ ଡାଉନ…
