Odia News Portal

ଭୁବନେଶ୍ୱରରୁ ୬ଜଣ ପଜିଟିଭ, ୫ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୫ଜଣ ଓ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଜଣେ ୫୬ବର୍ଷୀୟ ପୁରୁଷ ରେଳ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିରୀପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳର ୩ଜଣ…

ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ କୃଷି ସୂଚନା

ଭୁବନେଶ୍ୱର() ରାଜ୍ୟର କୃଷକ ମାନଙ୍କ ନିକଟରେ କୃଷି ସମ୍ପର୍କୀୟ ବିଭିନ୍ନ ସୂଚନା, ଜ୍ଞାନକୌଶଳ, ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ସୁବିଧା ସୁଯୋଗ ଠିକ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ହ୍ୱାଟ୍ସସପ ଗ୍ରୁପ ଗଠନ କରାଯାଇଛି । ଏନେଇ ଆଜି ଏକ ଭିଡିଓ ଯୋଗେ କୃଷି ମନ୍ତ୍ରୀ…

ଆମିର ଖାନଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ() ପୁରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଅଭିନେତା ଅମିର ଖାନଙ୍କ ଘରେ ପହଞ୍ଚିଲା କରୋନା । ଏନେଇ ଟ୍ୱିଟ ଯୋଗେ ନିଜେ ଆମିର ଖାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କର କେତେ ଜଣ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ କରୋନା…

ଏଣିକି କାଉଣ୍ଟର ବିକ୍ରି ହେବ ମଦ

ଭୁବନେଶ୍ବର ()  ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଦ କାଉଣ୍ଟରେ ହେଉଥିବା ଭିଡକୁ ଏହାଇବା ପାଇଁ…

ଭାରତରେ ଟିକଟକ ବ୍ୟାନ୍ ପରେ କମ୍ପାନୀ ହରେଇବ ଏତିକି କୋଟି

ନୂଆଦିଲ୍ଲୀ() ଭାରତ ସରକାର ୫୯ ଚାଇନିଜ୍ ଆପ୍ସକୁ ବ୍ୟାନ୍ କରି ଦେଇଛି ଯାହାକୁ ଚୀନ ବିରୁଦ୍ଧରେ ଡିଜିଟାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ମଧ୍ୟ କୁହାଯାଇଥାଏ। ସରକାର ଏହି ନିଷ୍ପତ୍ତି ଦ୍ବାରା ଚୀନକୁ କଡ଼ା ମ୍ୟାସେଜ ଦେଇଥିବାବେଳେ ଭାରତରେ ମୋଟା ରକମ ଆୟ କରୁଥିବା ୟୁଜର୍ସ ଡାଟା ସହ ଖେଳ କରୁଥିବା…

କରୋନା ମୁକାବିଲା ଲାଗି ନବୀନଙ୍କ ୯ ମନ୍ତ୍ର

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ନୂଆ ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ତେବେ କରୋନାରେ ମୃତ୍ୟୁବରଣ କରିଥିବା ୨ ଜଣ ହେଉଛନ୍ତି ମହିଳା ।…

ଆଜି ଆଉ ୨୦୬ ପଜିଟିଭ, ୧୪ ଲୋକାଲ କେସ

ଭୁବନେଶ୍ୱର() ଆଜି ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଯନ୍ତ୍ରୀଙ୍କ ପାଇଁ ମନ୍ତ୍ରୀଙ୍କ ଚାପ !

ଭୁବନେଶ୍ୱର : ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ (ମେମ୍ବର ସେକ୍ରେଟାରୀ) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନେଇ ଏବେ ଜୋରଦାର ଲବି । ଏହି ପଦବୀରେ ସାଧାରଣତଃ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‍ଏସ୍‍) ଅଫିସରମାନେ ବସୁଥିବାବେଳେ ବର୍ତ୍ତମାନ ଜଣେ ଅଣ ଆଇଏଫ୍‍ଏସ୍‍ ଅଫିସରଙ୍କୁ ଏଠାରେ…

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ୍

ଛତ୍ରପୁର: ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ମୁକାବିଲାର ସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ତେବେ ଏନେଇ ସଚେତନ ରହିବାକୁ ଗତକାଲି…