ପଣସ ଖାଇବାକୁ ଆସି ପ୍ରାଣ ହରାଇଲା ଭାଲୁ
ସମ୍ବଲପୁର : ପଣସ ଖାଇବାକୁ ଆସି ପ୍ରାଣ ହରାଇଲା ଜଙ୍ଗଲୀ ଭାଲୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବିନ୍ଦପୁର ଗାଁରେ ଘଟି ଯାଇଛି ଏହି ଘଟଣା । ଖବର ଅନୁଯାୟୀ, ଗାଁ ଭିତରକୁ ଭାଲୁଟି ପଣସ ଖାଇବାକୁ ଆସିଥିବା ବେଳେ ୧୧କେଭି ବଦ୍ୟୁତ୍ ତାର ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ ଆଘାତ ଖାଇ…
