Odia News Portal

କଣ୍ଟେନମେଣ୍ଟ ଜୋନ ହେଲା ଥାନା ପରିସର

କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ଥାନା କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ । ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଥାନାର ୨୨ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ଆଜି ସେମାନଙ୍କ ନମୁନା ପରୀକ୍ଷା…

କୁମ୍ଭୀର ନେଲା ଆଉ ଏକ ନିରୀହ ଜୀବନ

ମାଲକାନଗିରି : କୁମ୍ଭୀର ନେଇଛି ନେଲା ଆଉ ଏକ ନିରୀହ ଜୀବନ। ମାଲକାନଗିରି ସିଲେରୁ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଚିତ୍ରକୋଣ୍ଡା ଥାନା ଜଲାସାହିର ୯ବର୍ଷର ବାଳକ କୈଳାସ ମାଝୀ ବୋଲି ଜଣାଯାଇଛି । ଶନିବାର ସ୍ୱିପହାର ସମୟରେ କୈଳାସ ନଦୀକୁ ଗାଧୋଇବାକୁ ଯାଇ ଆଉ…

ଏହି ଦେଶରେ ଗୋଟିଏ ଦିନରେ ୨୬ ଟଙ୍କା ମହଙ୍ଗା ହେଲା ତେଲ ଦାମ୍‌

ପେଟ୍ରୋଲ-ଡିଜେଲର ଦାମ ଲଗାତର ବୃଦ୍ଧି କାରଣରୁ ଭାରତୀୟ ଜନତା ବହୁତ ଚିନ୍ତାରେ ଥିବାବେଳେ ପଡୋଶୀ ପାକିସ୍ତାନରେ ତେଲ ଦାମ ସେଠାକାର ସାଧାରଣ ଜନତାଙ୍କର ଆଣ୍ଟା ଭାଙ୍ଗି ଦେଇଛି। ଇମରାନ୍‌ ଖାନ ସରକାର ପେଟ୍ରୋଲିୟମ ପଦାର୍ଥରେ ଦାମ ୨୭ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିପୋର୍ଟ…

ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି।…

ଭୁବନେଶ୍ୱରରୁ ପୁଣି ୬ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମୁନିସିପାଲ ଅଂଚଳରୁ ଗତ ୨୪ ଘଣ୍ଟା ଭିତରେ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୪ ଜଣଙ୍କ ମୃତ୍ୟୁ ହୋଇଛି । …

କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ() ବିଶ୍ୱରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବଢ଼ିବାରେ ଲାଗିଛି କରୋନା କହର । ୨୪ ଘଣ୍ଟାରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ଥିବା ବେଳେ ଆକ୍ଟିଭ୍ କେସ୍…

ସୁରକ୍ଷା ଦିଗରେ ଭାରତ ଆଗୁକ ଆଗେଇଛି

ନୂଆଦିଲ୍ଲୀ() ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ କହିଛନ୍ତି ଯେ, ‘ଲୋକ…

ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ମୃତକ ୩ ଜଣ ଖୋର୍ଦ୍ଧା, ଗଞ୍ଜାମ ଓ କଟକର ବୋଲି ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଆଜି ସର୍ବାଧିକ ୨୬୪ କରୋନା ପଜିଟିଭ, ୩୦ ଲୋକାଲ କେସ

ଭୁବନେଶ୍ୱର() ଆଜି ସର୍ବାଧିକ ୨୩ଟି ଜିଲ୍ଲାରୁ ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୦ ରୋଗୀ ସ୍ଥାନୀୟ ସଂକ୍ରମିତ। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୧୪କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…

କରୋନା ମାଡରେ ଘାଇଲା ଲୋକେ ଘରୋଇ ସ୍କୁଲ ପ୍ରତି ବିମୁଖ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଏବେ ବିଦ୍ୟାଳୟ ଗୁଡିକରେ ନାମଲେଖା ଆରମ୍ଭ ହୋଇଛି । ଘରୋଇ ବିଦ୍ୟାଳୟ ଗୁଡିକ କରୋନା ମହାମାରୀକୁ ଖାତିର ନକରି ନାମଲେଖା ଆରମ୍ଭ କରିଛନ୍ତି । ପିଲା ଯେଭଳି ଅନ୍ୟ ବିଦ୍ୟାଳୟକୁ ନପଳାନ୍ତି ସେଥିଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ତେବେ…