Odia News Portal

ସାମ୍ବାଦିକ କହି ଚାନ୍ଦା ଆଦାୟ, ୬ ଗିରଫ

ଭୁବନେଶ୍ବର  : ଏବେ ସୋସିଆଲ ମିଡିଆରେ ଅନେକ ୟୁଟ୍ୟୁବ ଚ୍ୟାନେଲ ଦେଖିବାକୁ ମିଳୁଛି । ହେଲେ ଏହା ବୈଧ କି ଅବୈଧ ତାହା ଜାଣିବାର ସୁଯୋଗ ନାହିଁ । ଅନେକ ଯୁବକ ଏହି ସବୁ ୟୁଟ୍ୟୁବ ଚ୍ୟାନେଲର ବୁମ୍‌ ଧରି ନିଜକୁ ସାମ୍ବାଦିକ ପରିଚୟ ଦେଇ ଅନେକ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହୁଥିବା ଖବର ମିଳୁଛି ।…

କାଶ୍ମୀରରୁ ଦୁଇ ନାର୍‌କୋ ଆତଙ୍କୀ ଗିରଫ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୋଲିସ୍‌ ଉତ୍ତର କାଶ୍ମୀରର କୁପଓ୍ଵାରା ଅଞ୍ଚଳରୁ ୨ ନିଶା କାରବାରରେ ଲିପ୍ତ ଥିବା ଦୁଇ ଆତଙ୍କୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୬୫ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ କରିଛନ୍ତି । ଏଥି ସହିତ ଗ୍ରେନେଡ ଓ ପିସ୍ତଲ ଭଲି ବହୁ ମାରଣାସ୍ତ୍ର ମଧ୍ୟ ପୋଲିସ୍‌…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ପାପଗ୍ରହ ଯୁକ୍ତ ରବିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦି…

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ…

ପଟିଆ ଅଞ୍ଚଳର ଏହି ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବର : ରାଜଧାନୀର ପଟିଆ ସ୍ଥିତ ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ଜଣେ କରୋନା ପଜେଟିଭ ଏହି ଆପାର୍ଟମେଣ୍ଟରୁ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି। ଆଜି  ରାତି ୭ଟା ଠାରୁ  ୩୦ ତାରିଖ ରାତି ୭ ଟା ପର୍ଯ୍ୟନ୍ତ ସମଗ୍ର…

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ରାଜ୍ୟ ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ପି. ଅନ୍ୱେଶା ରେଡ୍ଡି ହୋଇଛନ୍ତି ମୟୂରଭଞ୍ଜର ଉପଜିଲ୍ଲାପାଳ । ସେହିପରି ପାଟିଲ ଆଶିଷ ଈଶ୍ୱର ବାଲେଶ୍ୱର ଉପଜିଲ୍ଲାପାଳ ହୋଇଥିବା ବେଳେ ଦିବାକର ଟି.ଏସ୍ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ…

PF ଖାତାଧାରୀଙ୍କୁ ଝଟକା !

ନୂଆଦିଲ୍ଲୀ : ଆର୍ଥିକବର୍ଷରେ ଘୋଷଣା ହୋଇଥିବା ୮.୫% ଇପିଏଫ୍‌ ସୁଧହାରକୁ କମାଇବା ପାଇଁ ବିଚାର କରୁଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) । ନିବେଶ ଉପରେ ରିଟର୍ଣ୍ଣ କମିବା ଏବଂ ନଗଦ ପ୍ରବାହ ଧୀମା ରହିବା ଯୋଗୁ ଏହା ଉପରେ ବିଚାର କରାଯାଉଥିବା ଜଣାଯାଇଛି । ଫଳରେ ଇପିଏଫ୍‌ଓର ୬…

ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ

ଝାରସୁଗୁଡ଼ା : ଲୋକଙ୍କ ସହ ଫୋନରେ ଯୋଡ଼ିହେବେ ଝାରସୁଗୁଡ଼ା ଏସପି । ଏଥର ସିଧାସଳଖ ଫୋନ କରି ଏସପିଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ଜିଲ୍ଲାବାସୀ । ଲକଡାଉନ ଓ କୋରୋନା ମୁକାବିଲା ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବାରୁ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏସପି  ଶ୍ରୀ ରାହୁଲ ପି ଆର ।…

ବାହୁଡା ପାଇଁ ପୁରୀରେ କର୍ଫ୍ୟୁ

ପୁରୀ : ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯିବ । ଜୁନ୍‌ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି କରାଯିବ । ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ଏହି ସୂଚନା ଦେଇଛନ୍ତି । କର୍ଫ୍ୟୁବେଳେ ସହରବାସୀ ଘରୁ ବାହାରି ପାରିବେ ନାହିଁ । ହୋଟେଲ୍‌…

ଅଜବ ପ୍ରେମର ଗଜବ କାହାଣୀ, ସ୍ଵାମୀଙ୍କୁ ଛାଡି ପ୍ରେମିକାର ହାତ ଧରିଲା ସ୍ତ୍ରୀ

ବିହାରର ବେଗୁସରାଇରୁ ଏକ ଅଜବ ପ୍ରେମର ଗଜବ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଜଣେ ନବ ବିବାହିତ ଝିଅ ନିଜ ସ୍ୱାମୀଙ୍କ ସହ ରହିବାକୁ ମନା କରିଦେଇଛି କାରଣ ସେ ପୂର୍ବରୁ ହିଁ ଅନ୍ୟଜଣେ ଝିଅଙ୍କ ସହିତ ସମଲିଙ୍ଗୀ ସମ୍ପର୍କରେ ରହି ଆସିଛନ୍ତି । କେବଳ ଏତିକି ନୁହେଁ ମାମଲାଟି ସେତେବେଳେ…