Odia News Portal

ଆସନ୍ତା ୨୫ରେ ଭବାନୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ

ଭୁବନେଶ୍ବର()  ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତା ୨୫ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଭୁବନେଶ୍ବର ୟୁନିଟ-୯ ସ୍ଥିତ ଶହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ…

ସବୁ ସୀମା ଟିପିଗଲା ପୋଲିସର ଔଧତ୍ୟତା

କେନ୍ଦୁଝର : କେନ୍ଦୁଝରରେ ସତେ ଯେପରି ଏସ.ପି ନାମକୁ ମାତ୍ର। ତାଙ୍କ ଅଧିନସ୍ତ କର୍ମଚାରୀ ମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି ଏ ମାନେ । ସତେ ଯେପରି ଏମାନେ ଏସପିଙ୍କୁ ଚାଲେଞ୍ଜ କରୁଛନ୍ତି । ପ୍ରଥମେ ଟାଉନ ଥାନାରେ ଜଣେ ନ୍ୟୁଜ୍ କ୍ୟାମେରା ମ୍ୟାନ କୁ ଦୁଃ…

TikTok ରେ ଭିଡ଼ିଓ କରି ଫସିଲେ ଷ୍ଟାର ଫେଜଲ ସିଦ୍ଧିକୀ

ଟିକଟକ ଷ୍ଟାର ଫେଜଳ ସିଦ୍ଧିକୀ ନିଜର ନୂଆ ଭିଡ଼ିଓକୁ ନେଇ ବିବାଦରେ ଫସିଛନ୍ତି। ସୂଚନା ମୁତାବକ ଟିକଟକରେ ଫେଜଲଙ୍କର ୧୩.୫ମିଲିୟନ ଫଲୋର୍ସ ରହିଛନ୍ତି। ସୂଚନା ମୁତାବକ ଫେଜଲ ତାଙ୍କର ଏହି ନୂଆ ଭିଡ଼ିଓରେ ମହିଳାଙ୍କ ଉପରେ ‘ଏସିଡ଼ ଆଟାକ’କୁ ପ୍ରୋତ୍ସାହନ କରିଛନ୍ତି। ଯେଉଁ କାରଣରୁ ଫେଜଲ…

ନରେନ୍ଦ୍ରକୋଣ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା 

ପୁରୀ : ପୁରୀ ଜିଲ୍ଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲି ଓ କୋଣାର୍କ ଏନ୍‌ଏସିରୁ ଜଣେ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ପୁରୀ…

ଅନ୍‌ଲାଇନ୍‌ କ୍ଲାସ୍‌ ମଝିରେ ଅଚାନକ ଚାଲିଲା ଅଶ୍ଳୀଳ ଭିଡିଓ, ଛାତ୍ରଛାତ୍ରୀ ସ୍ତବ୍ଧ

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଣୁ Zoom ଆପ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯିବା, ଓ୍ଵାର୍କ ଫ୍ରମ୍‌ ହୋମ୍‌ର ମିଟିଂ ଆଦିର ପ୍ରଚଳନ ଦ୍ରୁତ ଗତିରେ ବଢ଼ିଛି। ତେବେ ଇତି ମଧ୍ୟରେ ଆମେରିକାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।…

ଏହି ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ

ମୁମ୍ୱାଇ :  ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ । ସାତ ଜନମକୁ ସାଥି ହୋଇ ରହିବାର ଶପଥ ନେଇଥିବା ଏହି ଯୋଡ଼ି ଏବେ ପରସ୍ପର ଠାରୁ ଦୂରେଇ ଯିବେ । ଏହାକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଯେ, ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ଙ୍କ ପତ୍ନୀ ଆଲିୟା…

କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ ଖୋଲାରହିବ କଳିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ୱର : କରୋନା ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କିଛି କୋହଳ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରୀଡ଼ାବିତ୍‌ମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କେନ୍ଦ୍ର…

ବି.ଏମ୍‌.ସି. ରେ ଅମ୍ପନ୍ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଭାରତୀୟ ପାଣିପାଗ କର୍ଯ୍ୟାଳୟର ସୂଚନା ଅନୁସାରେ ଘନିଭୂତ ହେଉଥିବା ଲଘୁଚାପ ଅମ୍ପନ୍ ପାଇଁ ପ୍ରସ୍ତୁତି ବାବଦରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅମ୍ପନ୍ ପ୍ରସ୍ତୁତି ବୈଠକରେ…

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ

ଭୁବନେଶ୍ୱର()  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି । ଓଡ଼ିଶାର ୪ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ସୂଚନା ରହିଛି । ତେଣୁ ଅମ୍ଫାନ ମୁକାବିଲା କରିବା ପାଇଁ ୪ ଆଇଏଏସ ଅଫିସରଙ୍କୁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଦାୟିତ୍ୱରେ…

ହାତ ବଢ଼ାଇଲେ ସୋନୁ ସୁଦ୍‌ : ପ୍ରବାସୀଙ୍କ ପାଇଁ ଚଲାଇଲେ ବସ୍‌

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏଣୁ ସପିଂ ମଲ୍‌, ଦୋକାନ, ଶୋରୁମ୍‌, ରୋସ୍ତୋରାଁ ସମେତ ଅନ୍ୟ ସାର୍ବଜନୀନ ସ୍ଥାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଯାଉଛନ୍ତି। କିନ୍ତୁ ଯିବାକୁ ଗାଡ଼ି ନଥିବାରୁ ବାଧ୍ୟ…