ପିଲା ବଦଳ ଘଟଣାରେ ତାତିଲେ ଶହ ଶହ ମହିଳା
ବାରିପଦା : ଆମ ପୁଅ ଆମକୁ ଫେରାଇ ଦିଅ । ଏଇ ଦାବିରେ ଆଜି ପ୍ରାୟ ଶହେ ଜଣ ମହିଳା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ କାର୍ୟ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ଫଳରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ…
