Odia News Portal

ଗୁଳିବିନିମୟରେ ୩ ଆତଙ୍କବାଦୀ ମୃତ

ଜମ୍ମୁ ଓ କାଶ୍ମୀର: ପୁଣି ବିଶୃଙ୍ଖଳିତ ହୋଇଛି ପାକିସ୍ତାନ । ଆଜି ସକାଳେ ବାଲାକୋଟ ସେକ୍ଟର ସ୍ଥିତ ଏଲଓସିରେ ପାକିସ୍ତାନ ପଟରୁ ଗୁଳିବିନିମୟ ଆରମ୍ଭ ହୋଇଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ଜମ୍ମୁ ଓ କାଶ୍ମୀର ସୀମାନ୍ତ ଅଂଚଳରେ ଭାରତ ଓ ପାକିସ୍ତାନ…

ମୁଁ ବି ଆତ୍ମହତ୍ୟା କରିଥାନ୍ତି : ଶ୍ରୀସନ୍ଥ

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ପରେ ସବୁ ସର୍କଲରେ ମେଣ୍ଟାଲ ହେଲଥ୍‌କୁ ନେଇ ଚର୍ଚ୍ଚା ଥିଲା ।  ରବିନ୍‌ ଉଥପ୍ପା ଓ ମହମ୍ମଦ ଶାମୀ ମଧ୍ୟ ଏହି ଖୁଲାସା କରିଥିଲେ କି କେମିତି ସେମାନେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ । କିନ୍ତୁ ସେ ଏଥିରୁ ବାହାରି ପାରିଥିଲେ । ଏବେ…

ଆଜି ସୁସ୍ଥ ହେଲେ ୧ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ପୁଣି ଖୁସିଖବର, ରାଜ୍ୟରେ ସୁସ୍ଥ  ହେଲେ ୧ ୮୬ କରୋନା ଆକ୍ରାନ୍ତ। ସର୍ବାଧିକ କଟକରେ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୬୨, କନ୍ଧମାଳର ୪୧,ଖୋର୍ଦ୍ଧାର ୩୨ ଜଣ,ଗଞ୍ଜାମର ୧୨ ଜଣ, ମୟୂରଭଞ୍ଜର ୮…

କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ବୃଦ୍ଧଜଣକ…

ଯୋଗାଭ୍ୟାସ ଦ୍ବାରା ଇମ୍ୟୁନିଟି କ୍ଷମତା ବୃଦ୍ଧି ପାଇଥାଏ

ନୂଆଦିଲ୍ଲୀ,() ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସବୁ ବର୍ଷ ବହୁ ଆଡମ୍ବରରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ କରୋନା ସଙ୍କଟ ଯୋଗୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ଯୋଗ ଦିବସ ପାଳନ ହେଉଛି।  ତେବେ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଉଦବୋଧନରେ…

ଆଉ ୩୦୪ କରୋନା ପଜିଟିଭ, ୩୨ ଲୋକାଲ କେସ

ଭୁବନେଶ୍ୱର,()ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ହଜାର ୪୬୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨…

ଗଞ୍ଜାମରେ ଆଉ ୩୮ କରୋନା ପଜିଟିଭ

ଗଞ୍ଜାମ : ଗଞାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୩୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ୮୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୭ଟି ଆକ୍ଟିଭ୍‌ କେସ୍‌…

କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଗାଁ ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବିକ, ଆଜି ସକାଳେ ବୁଦ୍ଧିଆ ପାଟଣାର ଗାଁ…

ଦଦରା ଗାଡି ଓ ଅଚଳ ସିସିଟିଭିରେ ଚାଲିଛି ଅପରାଧ ମୁକାବିଲା

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଚୋର ଲୁଟେରାଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଥିବାବେଳେ ପୁଲିସ୍‍ କିନ୍ତୁ ପୁରୁଣା ଦଦରା ଗାଡି ଓ ଅଚଳ ସିସିଟିଭି ଧରି ସୋମନଙ୍କ ମୁକାବିଲା କରୁଛି । ପୁଲିସ୍‍ ଚଢୁଥିବା ପିସିଆର ଗାଡି ଗୁଡିକ କୌଣସି ଦୁଇଚକିଆ ଗାଡି ପଛରେ ଯିବାକୁ ବଳ ଯୁଟାଇ ପାରୁନଥିବାବେଳେ…