ରାସ୍ତାରେ ମହିଳାଙ୍କ ପୋଷାକ ଚିରି ମାଡ ଭିଜୁଆଲ୍ ଭାଇରାଲ୍
ଟାଙ୍ଗୀ : ଅନେକ ସମୟରେ ଛୋଟ ଛୋଟ ଘଟଣାକୁ ନେଇ କଳି ଲାଗିଥାଏ । ଏହା ଗୁରୁତର ଆକ୍ରମଣ ରୂପ ନେଇଥାଏ । ସାଧାରଣ ଜୁଆ ଖେଳରୁ ମହାଭାରତ ପରି ହୋଇଥାଏ । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବା ପାଇଁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ…
