Odia News Portal

ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାକୁ ନେଇ ପୁଲିସ୍‌ର ସନ୍ଦେହ !

ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି ।  ଏହି ଭିତରେ ପୁଣି ଏକ ବଡ଼ ଖୁଲାସା ହୋଇଛି ।  ସୁଶାନ୍ତର ପ୍ରିୟ ବନ୍ଧୁ ତଥା ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ  ପୁଲିସ୍‌ ଦ୍ୱିତୀୟ ଥର ପୁଣି ଜେରା କରିବ । ପୁଲିସ୍‌…

ଏହି ତାରିଖରେ ଖୋଲିଵ ସିନେମା ହଲ୍

କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ହୋଇଥିଲା। ଏବେ ବହୁତ ଦିନର ବ୍ୟବଧାନ ପରେ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ସବୁକିଛି ଧୀରେ ଧୀରେ ଖୋଲୁଥିବା ବେଳେ ସିନେ ପ୍ରେମୀ ଏବେ ଫିଲ୍ମ ହଲ୍‌ କେବେ ଖୋଲିବ ତାକୁ ନେଇ ଚିନ୍ତାରେ ରହିଛି। ଦୀର୍ଘ ୩ ମାସ ଫିଲ୍ମ ହଲ୍‌ ବନ୍ଦ ରହିଥିବା…

ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଠାକାର ସୁବାସନଗରରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି। ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି…

ମାଓ କ୍ୟାମ୍ପ୍‌ରେ ପଶିଲା କରୋନା

ମାଲକାନଗିରି : ମାଓ କ୍ୟାମ୍ପ୍‌ରେ ପଶିଲା କରୋନା । ଏଭଳି ଏକ ସୂଚନା ଆସିବା ପରେ ପୋଲିସ୍ ତତ୍ପର ହୋଇ ଉଠିଛି । ଛତିଶଗଡ଼ ବିଜାପୁର ଜିଲ୍ଲା ପେଡାକ୍ୱାଲି ଗାଁରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କୁ ପୋଲିସ୍ ଗିରଫ କରିବା ପରେ ଏ କଥା ସ୍ପଷ୍ଟ ହୋଇଛି । ଏହି ମହିଳା ମାଓବାଦୀଙ୍କ ନାଁ ସୁମିତ୍ରା ।…

ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ଆଦୌ କରନ୍ତୁନି ଏହି କାମ

ଆସନ୍ତାକାଲି ଆଷାଢ଼ କୃଷ୍ଣ ଅମାବାସ୍ୟାରେ ଦୃଶ୍ୟମାନ ହେବାକୁ ଯାଉଛି ଆଉ ଏକ ସୂର୍ଯ୍ୟୋପରାଗ। ଏହି ପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ଭାରତୀୟ ସମୟ ଅନୁସାରେ ଏହି ପରାଗର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ରହିବ। ରବିବାର ଦିନ ୧୦.୩୮ରେ ପରାଗ ସ୍ପର୍ଶ ହେବ। ମଧ୍ୟାହ୍ନ ୧୨.୨୫ରେ ପରାଗ…

କରୋନା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଔଷଧ

କରୋନା ସଂକ୍ରମିତଙ୍କ ପାଇଁ ଖୁସି ଖବର । ଅଳ୍ପ କିମ୍ବା ମଧ୍ୟମ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଛି ଔଷଧ । ଫାବି ଫ୍ଲୁ ନାମରେ ଆସୁଥିବା ଏହି ଔଷଧକୁ ପ୍ରସ୍ତୁତ କରିଛି ଗେ୍ଲନମାର୍କ ଫାର୍ମାସ୍ୟୁଟିକାଲ୍ସ । ଏ ସଂପର୍କରେ ଆଜି କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି…

ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ସମୟ ଓ କେଉଁ କେଉଁଠାରେ ଦୃଶ୍ୟ ହେବ ଜାଣନ୍ତୁ

ଭୁବନେଶ୍ୱର()   ୨୦୨୦ର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୨୧ ଅର୍ଥାତ୍ ରବିବାର ଦିନ ଲାଗିବ । ଭାରତର ସମୟ ଅନୁସାରେ ଏହି ସୂର୍ଯ୍ୟପରାଗ ସକାଳ ୯ଟା୧୫ରୁ ଆରମ୍ଭ ହେବ ଓ ଏହାର ପ୍ରଭାବ ଦ୍ୱିପହର ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଆଂଶିକ ସୂର୍ଯ୍ୟପରାଗ ଅପରାହ୍ନ ୩ଟା ୪ ମିନିଟରେ ସମାପ୍ତ ହେବ ।…

ଗୋଟିଏ ଫିଲ୍ମ ପାଇଁ ସୁଶାନ୍ତ ନେଉଥିଲେ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଖବର ଶୁଣି ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଧ। ଗୋଟିଏ ପଟେ ତାଙ୍କର ଫ୍ୟାନମାନେ ଶୋକରେ ବୁଡି ରହିଥିବା ବେଳେ ପୋଲିସ ପ୍ରତିଟି ଆଙ୍ଗେଲରୁ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ କରୁଛି। ପୋଲିସ ଲଗାତାର ବିଭିନ୍ନ ପ୍ରକାର…

୪୧୪ କୋଟି ୨୪ ଲକ୍ଷ ଟଙ୍କାର ପ୍ରୋଜେକ୍ଟକୁ ଅନୁମୋଦନ

ବରଗଡ଼() ବରଗଡ ଜିଲ୍ଲା ର ବିକାଶ ରେ ଏକ ନୂତନ ଇତିହାସ ଯୋଡ଼ି ହୋଇଛି ।ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଆନ୍ତରିକତା ଏବଂ ଉଦ୍ୟମ ଯୋଗୁଁ ଵରଗଡ-ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ୪୧୪ କୋଟି ୨୪ ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପ କୁ କେନ୍ଦ୍ର ସରକାର ଗତ ତା …

ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୭୦, ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକରୁ ୯, ମୟୁରଭଞ୍ଜରୁ ୯,…