Odia News Portal

ମଣ୍ଡପରେ ଆଜି ମହାସପ୍ତମୀ ପୂଜା; ସୁନା, ରୁପା ମେଢ଼ରେ ଶୋଭା ପାଉଛନ୍ତି ମା’

ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଗତକାଲି ବିଲ୍ୱ ବରଣ ପରେ ଆଜି ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା। ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ

ବିଜେଡି ଛାଡ଼ିଲେ ପ୍ରକାଶ ବେହେରା, ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ ପ୍ରକାଶ ବେହେରା । ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ । ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍‌ରୁ

ମୋତେ କାହିଁକି…ସେମାନଙ୍କୁ ପଚାରୁନାହାନ୍ତି

ମୋତେ କାହିଁକି ଏସବୁ ପଚାରୁଛନ୍ତି…. । ସେମାନଙ୍କୁ ପଚାରୁନାହାନ୍ତି… । ବିଜୁ ଜନତା ଦଳ ଆପଣଙ୍କ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ଏଭଳି କିଛି ଉତ୍ତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ ।ବିଜେଡିରେ ଯେ ସବୁ କିଛି ଠିକଠାକ ଚାଲିନି ବୋଲି ଅମର

ଖଣ୍ଡଗିରି ଥାନାରେ ମାତାଲ ଯୁବତୀଙ୍କ ହାଇଡ୍ରାମା

ତୁ କିଏ ବେ ? ମୋ କାଟ୍ତି ଜାଣିନୁ। ଜଲ୍ଦି ପିସିଆର ପଠା । ସହର ସାରା ଖୋଜ । ମୋ ଧନକୁ ଖୋଜି ଆଣେ । ନହେଲେ, ତମ ସମସ୍ତଙ୍କୁ ଦେଖିନେବି । ମାଲକାନଗିରି କି କୋରାପୁଟକୁ ବଦଳି କରିଦେବି । ଖଣ୍ଡଗିରି ଥାନାରେ ଉଚ୍ଚ ଗଳାରେ ପୁଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ଯୁବତୀ । ମାତାଲ ଅବସ୍ଥାରେ

ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ଭାରତୀୟ ଶିଳ୍ପ ଜଗତକୁ ଶକ୍ତ ଧକ୍କା । ଦେଶ ହରାଇଛି, ଜଣେ ସୁପୁତ୍ର ଦେଶ ନିର୍ମାତାଙ୍କୁ । ୮୬ ବର୍ଷ ବୟସରେ ନିରବୀ ଯାଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ

ରାଜଧାନୀରେ ମାତାଲ୍ ଯୁବତୀଙ୍କ ଉତ୍ପାତ

ରାତିରେ ରଙ୍ଗୀନ ହେଉଛି ସହର । ପବ୍, କ୍ଲବରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । ତେବେ ଏହାରି ଭିତରେ କଣ୍ଟ୍ରୋଲ ବାହାରକୁ ଚାଲି ଯାଉଛନ୍ତି କି ଉଚ୍ଚଶିକ୍ଷିତା ? କେଉଁଠି ରାସ୍ତାରେ ଗଡୁଛନ୍ତି ତ ଆଉ କେଉଁଠି ମାଲ ପିଇ ବାଡ଼କୁ ଚଢ଼ି ଯାଉଛନ୍ତି । ଆଉ କେଉଁଠି ପୋଲିସକୁ ଦେଖି ଅଜବ ଅଜବ ବ୍ୟବହାର

ବିଜେଡି କନ୍ଦଳ କୁ ତେଜିଲେ ସୌ୍ଭିକ ବିଶ୍ୱାଳ

ଟାଙ୍ଗୀ ଚୌଦ୍ଵାର ବିଧାୟକ ସୌ୍ଭିକ ବିଶ୍ୱାଳ ଆଜି ବିଜେଡି ର ଦଳୀୟ କନ୍ଦଳ କୁ ନେଇ ଅଗ୍ନି ବର୍ଷି ଭାଷଣ ଦେଇଛନ୍ତି l ବିଜେଡି ର ଦଳୀୟ ସଭ୍ୟ ଗ୍ରହଣ ସମାବେଶର ରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଗତ 2019 ଓ 2024 ନିର୍ବାଚନ ରେ ମୋ ବାପା ପ୍ରଭାତ ବିଶ୍ୱାଳ ଏବଂ ମତେ ହରାଇବା ପାଇଁ କିଛି

‘ସୁଭଦ୍ରା’ ମହିଳାଙ୍କୁ ସଶକ୍ତ କରିବ : ପ୍ରଭାତୀ

ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଯୋଜନାକୁ ନେଇ ବିରୋଧୀ ନାନା କଥା କହିବେ । ମାତ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛି । ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳୁଛି ବିଜେପି । ୫ ହଜାର ଟଙ୍କା ଏକ ଛୋଟ ଆରମ୍ଭ ହୋଇପାରିବ

୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ପ୍ରଧାନ ମନ୍ତ୍ରୀ ଗାରିବ କଲ୍ୟାଣ ଆନ୍ନା ଯୋଜନା (ପିଏମଜିକେଏୱାଇ) ଅଧୀନରେ ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଣ ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ପିଏମଜିକେଏୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ଜୁଲାଇ

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ‘ସୁଭଦ୍ରା’ ଟଙ୍କା

ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା । ବାରିପଦା ଛଉ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ