ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ
ଭୁବନେଶ୍ୱର() ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ । ଭାଇ ଭାଇ ଭିତରେ ବଚସା । ଆଜି ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଦୁଇ ପକ୍ଷଙ୍କୁ ନେଇ ମିଳାମିଶା ସରିଛି । ଯିଏ ବିଶୃଙ୍ଖଳା କରିବ, ତା’ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ବରିଷ୍ଠ…
