Odia News Portal

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଓଡିଶା ପାଇଁ ଖୁସି ଖବର। ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ   ୧୨, ଢେଙ୍କାନାଳରୁ ୯ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ…

ରଜପର୍ବ ଆଉଥରେ ଆସିବ, କିନ୍ତୁ ଆପଣଙ୍କ ଜୀବନ ନୁହେଁ

ଭୁବନେଶ୍ୱର : ରଜ ପର୍ବ ଆଉ ଥରେ ଆସିବ ଏହାକୁ ନେଇ ଆନନ୍ଦ ଉଲ୍ଲାସ କରିହେବ କିନ୍ତୁ କରୋନା ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ ନକଲେ ଅବାଧକ ରଜ ବଜାର ଅନେକଙ୍କୁ ସଂକ୍ରମିତ କରିଦେଇପାରେ । ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସ୍ୱତନ୍ତ୍ର ସଚେତନତା ବାର୍ତା ଯାହାକି – ଗହଳି…

ରଥ ନିର୍ମାଣ ଚୂଡାନ୍ତ : ରଙ୍ଗ ଓ ସିଲାଇ କାମ ଜୋରଦାର

ପୁରୀ : ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର…

ଏହି ଅଭିନେତ୍ରୀ ୨୩ ବର୍ଷରେ ଚାହୁଁଛନ୍ତି ପିଲା ! ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ତଥା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଝିଅ ଜାହ୍ନବୀ କପୁର ଏବେ ଖୁବ୍‌ ଚର୍ଚ୍ଚାରେ ।  ସେ ଏହି ୨୩ ବର୍ଷରେ ଏକ ପିଲା ଚାହୁଁଛନ୍ତି ବୋଲି ଏକ ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେଉଛି । ଜାହ୍ନବୀ କଣ ଏତେ ଶୀଘ୍ର ନିଜ କ୍ୟାରିୟର ଅପେକ୍ଷା ବାହା ହୋଇ ପିଲା…

ଆସନ୍ତୁ ଜାଣିବା କେତେ କମିଲା ସୁନା ଓ ରୂପା ଦାମ୍

ନୂଆଦିଲ୍ଲୀ : ଗତ ୨ ଦିନରୁ ସୁନା-ରୁପା ଦାମ୍ ବୃଦ୍ଧି ପରେ ଶୁକ୍ରବାର ଏଥିରେ ବ୍ରେକ୍ ଲାଗିଛି । ଶୁକ୍ରବାର ସୁନା ଦାମ୍ ହ୍ରାସ ପାଇଛି । ଏମସିଏକ୍ସରେ ଅଗଷ୍ଟ ଡେଲିଭରୀ ସୁନା ବାଏଦା ଦାମ୍ ୨୭୮ ଟଙ୍କା ଅର୍ଥାତ୍ ପ୍ରାୟ ୦.୫୯ ପ୍ରତିଶତ ହ୍ରାସ ପାଇ ୪୭,୧୩୬ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଯାଇଛି…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବମ୍ ପକାଇ ଉଡାଇ ଦେବା ଧମକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ବମ୍ ପକାଉ ଉଡାଇ ଦେବାକୁ ଧମକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଳିଦାସ ମାର୍ଗରେ ଥିବା ବଙ୍ଗଳାରେ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇ ସାରିଛି। କଲ୍ ସେଣ୍ଟରରୁ ଆସିଥିବା ଧମକ ପରେ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର()   ଆଜି ସନ୍ଧ୍ୟାରେ ଭିଏସସନଗରସ୍ଥିତ ମା' ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଦ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ଵଚ୍ଛାଗ୍ରହି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ ପ୍ରକାଶ_ତ୍ରିପାଠୀ ଓ ଜୟ ମା ୟୁଥ୍…

ସିଲ୍ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର() ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି । । ରଜକୁ ଦୃଷ୍ଟିରେ ରଖି ରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । କିନ୍ତୁ ଦୋକାନରେ ଅତ୍ୟଧିକ ଲୋକଭିଡ଼ ଦେଖି ବିଏମସି…

ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ଫାଇନ ଆଦାୟ

ଭୁବନେଶ୍ୱର() ମାସ୍କ ପିନ୍ଧିନଥିବା ଅମାନିଆ ମୋଟା ଅଙ୍କର ଜୋରିମାନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା…

ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ…