Odia News Portal

ଲୋକ ହେଉନାହାନ୍ତି, ବସ ଚଳାଚଳ ବନ୍ଦ ହେବ

ଭୁବନେଶ୍ୱର() ଅନିଶ୍ଚିତତା ଭିତରେ ଏବେ ଅନ୍ତଃରାଜ୍ୟ ବସ ଚଳାଚଳ ସେବା । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । କୌଣସି ରାଜ୍ୟ ସହ କଥା ହୋଇନୁ । ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁବେଳେ ରଥଯାତ୍ରା ପୂର୍ବରୁ ୨ଥର…

ଚର୍ଚ୍ଚିତ ଅଭିନେତ୍ରୀ କହିଲେ ‘ପ୍ଲିଜ୍ କେଜ୍ରିୱାଲ ଜୀ ସାହାଯ୍ୟ କରନ୍ତୁ

ମୁମ୍ବାଇ()ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା ସିଂ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ମା’ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଦୀପକାଙ୍କ ପରିବାରରେ ୪୫ ଜଣ ସଦସ୍ୟ ମିଳିତ ଭାବେ ରୁହନ୍ତି। ଅଭିନେତ୍ରୀ ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ…

ସପ୍ତମ ଦିନରେ ପୁଣି ହେଲା ମହଙ୍ଗା

ଭୁବନେଶ୍ବର() ପୁଣି ଲଗାତାର ଭାବେ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦାମରେ ୫୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ ୬୧ ପଇସା ବୃଦ୍ଧି ପାଇଛି। ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ…

ସେବାୟତଙ୍କ ଲାଗି ସ୍ବତନ୍ତ୍ର ମାସ୍କ, ୩ରଥର ରଙ୍ଗରେ ହେବ ତିଆରି

ଭୁବନେଶ୍ୱର()ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ ବୟନିକା । ଶ୍ରୀମନ୍ଦିରର ସେବାୟତ ପିନ୍ଧିବେ ବୟନିକା ଦ୍ୱାରା ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ମାସ୍କ । ଏଥିପାଇଁ ୫ହଜାର ମାସ୍କ ପ୍ରସ୍ତୁତ ହେଉଛି । ତା’ପୁଣି ୩ ରଥର କପଡ଼ା ରଙ୍ଗରେ । ତିନି ପ୍ରକାର ଡିଜାଇନ୍‌ରେ ତିଆରି ହେବ ମାସ୍କ ବୋଲି ବୟନିକା…

୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବା ନେଇ ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮ହଜାର ୮୮୪କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୮୬ଜଣଙ୍କର…

ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ,୨୯ ଲୋକାଲ କେସ

ଭୁବନେଶ୍ୱର ()ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

ଘଣ୍ଟ ଘୋଡେଇଲେ ଘଣ୍ଟ ମାଡ଼

ଭୁବନେଶ୍ବର : ଏ କରୋନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଘଣ୍ଟ ଘୋଡେଇ ରଖିଛନ୍ତି । ଆଉ ତା’ର କି ପୁରସ୍କାର ଏଠିକାର ବିରୋଧୀ କେମିତି ଦେଉଛନ୍ତି ଜାଣିଛନ୍ତି ? ମିଛ ଦୁର୍ନୀତିକୁ ନେଇ ଘଣ୍ଟ ମାଡ଼ । ଗୋଟିଏ ଭୟ : କାଳେ ନବୀନ ସବୁ କ୍ରେଡିଟ୍ ନେଇ ଯିବେ କି ? ଓଡ଼ିଶା ଆଗୁଆ ସତର୍କ…

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ହେବ ଅନ୍‌ଲାଇନ୍‌ ପରୀକ୍ଷା । ଯିଏ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ । ବିପିୟୁଟି ଅଧିନରେ ଥିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ଅପରାହ୍ନରେ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଫଳରେ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ…

ସୁଜାତାଙ୍କ ଜନ୍ମ ଦିନରେ ନିଆରା ପ୍ରୟାସ

ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି  ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ବିଜୁ ଜନତା ଦଳ ଓଡ଼ିଶା)ର ସୁଜାତା ଜେନା…