ପିଶାଚ ବାପା; ପୁଅକୁ ହତ୍ୟା କଲା, ଝିଅର ଗଳା କାଟିଦେଲା
ପିଶାଚ ବାପା। ୧୪ ମାସର ପୁଅକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଦେଲା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ମୃତକମାନେ ଚନ୍ଦନ ମା ଓ କମଳାକାନ୍ତି ମାଝି ।
ବୋଡ଼େନ ଥାନା କୁଟିଆପଡ଼ା ଗାଁର କିଶୋର ମାଝୀ ସେହି ଗାଁର ଜୟନ୍ତୀକୁ ବିବାହ କରି ଥିଲେ। ଯୌତୁକ!-->!-->!-->…
