Odia News Portal

ବିଳମ୍ବିତ ରାତିରେ ଭାଇକୁ ଦେଖା କରିବାକୁ ପହଞ୍ଚିଲେ କରୀନା

ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କରୀନା କପୁର ସୋମବାର ବିଳମ୍ବିତ ରାତିରେ ଭାଇ ରଣବୀର କପୁରଙ୍କ ଘର ବାହାରେ ନଜର ଆସିଛନ୍ତି। ସେ ନିଜ ଆଣ୍ଟି ନିତୁ ସିଂହ ଓ ଭାଇ ରଣବୀରଙ୍କୁ ଭେଟିଛନ୍ତି। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ସମୟରେ ସେ ମୁହଁରେ ମାସ୍କ ପିନ୍ଧିଥିବା…

ପ୍ରବାସୀ ଓଡିଆଙ୍କ ସ୍ଥାନକୁ ପରିଦର୍ଶନ କଲେ ମନ୍ତ୍ରୀ 

ପୁରୀ : ପୁରୀ ଜିଲ୍ଲାକୁ ଫେରୁଥିବା ରାଜ୍ୟ ବାହାରୁ ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜର ଏମଟେକ୍‍ ବିଲ୍ଡିଂରେ ପ୍ରଶାସନ ପକ୍ଷରୁ କରାଯଇଛି । ଜିଲାର ଅଭ୍ୟର୍ଥନା କେନ୍ଦ୍ରକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି। ମିଳିଥିବା ସୂଚନା ମୁତାବକ,…

ଦେହ ସାରା ଟାଟୁ : ଏହି ଟାଟୁରେ ଲୁଚି ରହିଛି ଅନେକ କାହାଣୀ

ନୂଆଦିଲ୍ଳୀ : ଲକ୍‌ଡାଉନ୍‌ ସମୟରେ ଲଣ୍ଡନର ଟାଟୁ କଳାକାର କ୍ରିସ୍‌ ବୁଡ୍‌ହେଡ୍‌ ଗତ ୪୦ ଦିନରୁ ନିଜ ଶରୀରରେ ସବୁ ଦିନ ଗୋଟିଏ ନୂଆ ଟାଟୁ ଆଙ୍କୁଛନ୍ତି । କେବଳ ମୁହଁକୁ ବାଦ୍‌ଦେଲେ ତାଙ୍କ ଶରୀରର କୌଣସି ଅଙ୍ଗରେ ଟାଟୁ କରିବା ପାଇଁ ଆଉ ସ୍ଥାନ ନାହିଁ । ତାଙ୍କ ଟାଟୁରେ ଅନେକ କାହାଣୀ ଲୁଚି…

କାରରୁ ୭୫ କେଜି ଗଞ୍ଜେଇ ଜବତ

ଖୋର୍ଦ୍ଧା : ଲକ୍‌ଡାଉନ୍‌ରେ ଦିନକୁ ଦିନ ନିଶାଢ଼ି ମାନଙ୍କ ବଢ଼ିଚାଲିଛି ବେଆଇନ୍ ନିଶା କାରବାର। ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଥିବା ବେଳେ ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଚଢାଉ କରିଥିଲା । ଆଜି…

ଇସ୍ପାତ ର୍ନିମାଣରେ ଜେଏସ୍ପିଏଲର ରେକର୍ଡ

ନୂଆଦିଲ୍ଲୀ() ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍‌) ଇସ୍ପାତ ର୍ନିମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି । ଅପ୍ରେଲ ମାସରେ ଜେଏସ୍ପିଏଲ୍…

‘ଯାଦୁ’କୁ ମନେପକାଇ ଲେଖିଲେ ଏମିତି କିଛି ହ୍ରିତିକଙ୍କ ମା

ବର୍ତ୍ତମାନ ଲକଡାଉନ ଜାରି ରହିଥିବାରୁ ସୋସିଆଲ ମିଡିଆରେ କଳାକାରମାନେ ଖୁବ ଆକ୍ଟିଭ ରହୁଛନ୍ତି। ଏଭଳି ସମୟରେ ଷ୍ଟାର୍ସମାନେ କେବଳ ନିଜ ଫ୍ୟାନ୍ସମାନଙ୍କର ନୁହଁନ୍ତି ବରଂ ନିଜର ସୌକ ମଧ୍ୟ ପୁରା କରୁଛନ୍ତି। ଏହା ମଧ୍ୟରେ ହ୍ରିତିକ ରୋସନଙ୍କ ମା ପିଙ୍କିଙ୍କୁ ଯାଦୁ କଥା ମନେପଡିଛି।…

ଉଦ୍ଧାର ହେଲା ବିରଳ ଦୁଇ ମୁଣ୍ଡିଆ ସାପ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଏକ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ସାପଟିର ଦୁଇଟି ମୁଣ୍ଡ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟ ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ରାଉରକେଲାର ହୋଇଥିବା ବେଳେ ତାଙ୍କ ବୟସ ୪୯ ବର୍ଷ । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଛାତ୍ରଛାତ୍ରୀଙ୍କର ପାଠପଢ଼ା ନେଇ ଯତ୍ନବାନ ସୋଆ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାଲେଶ୍ୱରର ଓ ଜଣେ କଟକର । ବାଲେଶ୍ୱରେ ପଜିଟିଭ ସଂଖ୍ୟା ୨୩ରେ ପହଞ୍ଚି ଥିବା…