ଜାନୁଆରୀ ୧୧ ରୁ ମାଲ୍ୟବନ୍ତ ମହୋତ୍ସବ ।
ମାଲକାନଗିରିର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ ପୁର୍ବ ନାମ ମାଲ୍ୟବନ୍ତ ମହୋତ୍ସବ ରହି ଜାନୁଆରୀ ମାସ ୧୧ତାରିଖ ଠାରୁ ଏହା ଆରମ୍ଭ ହେବବୋଲି ସର୍ବସମ୍ମତୀ କ୍ରମେ ଏହି ବୈଠକରେ ନିସ୍ପତି…
