କିସ୍ ରେ ଆରମ୍ଭ ହେଲା ଟେଲି ଇ-ଲର୍ଣ୍ଣିଂ କ୍ଲାସ୍
ଭୁବନେଶ୍ବର : କରୋନା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । କିସ୍ର ୩୦ ହଜାର ପିଲା ଏବେ ସେମାନଙ୍କ ନିଜ ନିଜ ଗାଁରେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କିସ୍ କର୍ତ୍ତୃପକ୍ଷଙ୍କୁ…
