Odia News Portal

ହୋଟେଲରୁ ବିପୁଳ ପରିମାଣର ମଦ ଜବତ

ବଲାଙ୍ଗୀର : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାରୁ ରକ୍ଷା ପାଇବା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ଘରୁ ନ ବାହାରିବା କିମ୍ବା ଏକତ୍ର ନହେବା ପାଇଁ ପରାମର୍ଶ କରୁଛି। ସାରା ରାଜ୍ୟରେ ଲକ ଡାଉନ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ…

ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ଯାଜପୁରର ହୋଇଥିବା ବେଳେ ୨ଜଣ ଭଦ୍ରକ ଜିଲ୍ଲାର । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ଏହାକୁ ମିଶାଇ…

ମଦରୁ ରାଜ୍ୟକୁ ମିଳେ କେତେ ରାଜସ୍ବ? ଜାଣନ୍ତୁ…

ନୂଆଦିଲ୍ଲୀ () ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ ମେ ୩ ତାରିଖରେ ମଦ କାରବାରକୁ ଖୋଳି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହେଉଛି କି ରାଜ୍ୟର ଅର୍ଥବ୍ୟବସ୍ଥା ମଦ ଭରୋସାରେ ଚାଲିଛି। ଆସନ୍ତୁ ଜାଣିବା ପ୍ରକୃତ ସତ କଣ ? ପ୍ରକୃତରେ ରାଜ୍ୟରେ ମିଳୁଥିବା ମଦରୁ କେତେ…

ଟିକ୍‌ଟକ୍ ପକ୍ଷରୁ ହାସ୍‌ଟ୍ୟାଗ୍ ମତ୍‌କର୍‌ଫର୍‌ୱାର୍ଡ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ବର୍ତମାନ ସମୟରେ ଭୁଲ୍ ତଥ୍ୟର ସୃଷ୍ଟି ଓ ସେୟାରିଙ୍ଗ୍‌କୁ ନେଇ ଡିଜିଟାଲ କମ୍ୟୁନିଟି ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଟିକ୍‌ଟକ୍ ପକ୍ଷରୁ ଏହାର ପବ୍ଲିକ୍ ସର୍ଭିସ୍ ଆନାଉସ୍‌ମେଂଟ୍ (ପିଏସ୍‌ଏ) ୰ମତ୍‌କର୍‌ଫର୍‌ୱାର୍ଡର ଶୁଭାରମ୍ଭ କରାଯାଇଛି । ଅନୁରାଗ ବାସୁଙ୍କ ଦ୍ୱାରା…

ଆପାର୍ଟମେଣ୍ଟରୁ ପଡି ବିଲଡର ମୃତ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡି ଜଣେ ବିଲଡର୍‌ଙ୍କର ମୃତ୍ୟୁ ହୋଇଛି । ମୃତ ବିଲଡରଙ୍କ ନାମ ପୀୟୁସ୍‌ ମିଶ୍ର । ସେ ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ୮ ମହଲାରୁ ଖସି ପଡିଥିବା ସୂଚନା ମିଳିଛି । ତେବେ ସେ କେଉଁ ପରିସ୍ଥିତିରେ ଖସିପଡିଲେ ପୁଲିସ ତାହାର ତଦନ୍ତ…

ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର() ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି । ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର…

ଏହି ଜିଲ୍ଲାରେ ୧୮ଟି ଗାଁ ସଟ୍‌ଡାଉନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୮ ଗାଁ ସଟ୍‌ଡାଉନ୍‌। ଲିଖିରିଆ ଗାଁରେ ଗତ ୧ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ୪ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ପୁଣି ୬ ତାରିଖ ମଧ୍ୟରାତ୍ର…

କରୋନାରେ ଆକ୍ରାନ୍ତଙ୍କ ହେଲା ଏହି ଫଳ

ଶେଷରେ କରୋନାର ଶିକାର ହୋଇଛନ୍ତି ଛେଳି। ଏକ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଛେଳି ଓ ଫଳ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର ଦିନ ଜଣାପଡିଥିଲା ଯେ, ସେଠାର ଏକ ଛେଳି ଓ ସ୍ବତନ୍ତ୍ର ପ୍ରକାର ଫଳ ପପ୍ (PawPaw) କରୋନା ଭାଇରସ୍ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଏହାପରେ ଦେଶର…

କରୋନରୁ ସୁସ୍ଥ ହେବା ପରେ ଅନୁଭୂତି ବଖାଣିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସୁସ୍ଥ ହେବା ପରେ ସାକ୍ଷାତାକାରରେ ଅନୁଭୂତି ବଖାଣିଛନ୍ତି ବୋରିସ । ବୋରିସ କହିଛନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଅତି ସଙ୍କଟଜନକ ସ୍ଥିତିରୁ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇଛି । ସେ କହିଛନ୍ତି…

ବିଜୁଳି-ଘଡଘଡି ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର() ରାଜ୍ୟରେ ବିଜୁଳି ଓ ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର,…