Odia News Portal

ସରକାରଙ୍କୁ ସମାଲୋଚନା ପାଇଁ କଂଗ୍ରେସ ନେତାଙ୍କ ଭିନ୍ନ ଗୋଠ

ଭୁବନେଶ୍ୱର : ଗୋଷ୍ଠି କନ୍ଦଳରୁ ସାମୟିକ ରିହାତି ପାଇଥିବା ରାଜ୍ୟ କଂଗ୍ରେସ ଏବେ ମାସ୍କ କିଣା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବାରେ ଲାଗିଛି । ପ୍ରତିଦିନ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ତ ଆଉ କେତେବେଳେ ସାମଗ୍ରୀ ଖରିଦ ଦାୟିତ୍ୱରେ ଥିବା…

ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା

କାମାକ୍ଷାନଗର : ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା । ଉଡ଼ାଣ ଭରୁଥିବା ବେଳେ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଫଳରେ ବିମାନରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିଲେ । ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି ।…

ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ବର: ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ହେବ ନାମ ଲେଖା । ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହିତ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ନକ୍ଷତ୍ରରେ ଚନ୍ଦ୍ର ଦ୍ୱିଜା ନକ୍ଷତ୍ର ପାଇଁ ମନୋରଞ୍ଜନ, ନୂତନ ବନ୍ଧୁ ସମ୍ପର୍କ, ଶୁଭଖବର, ଖୁସୀଗପର ମଉକା ଜୁଟାଇବ । ଅଶ୍ୱିନୀ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନା ମଧ୍ୟରେ ଚିନ୍ତିତ ରହିବେ । ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ…

ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର : ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯), କୃଷ୍ଣଚନ୍ଦ୍ର ବଗର୍ତ୍ତି(୨୬), ଭଗବାନ ମାଝି(୩୦) ଓ ତରଭା ବ୍ଲକ କଟାପାଲି ପଞ୍ଚାୟତ…

ଇଟାଲୀକୁ ଟପିଲା ଭାରତ : ୩ ଦିନରେ ୨୯ ହଜାରରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ପ୍ରତିଦିନ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ (କୋଭିଡ-୧୯) । ଗତ ୪୮ ଘଣ୍ଟା ମଧ୍ୟରେ ଭାରତ ବିଶ୍ବର ଅଧିକ ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । ଗତ ଗୋଟିଏ ଦିନରେ ଦେଶରେ ୯୯୭୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା…

ପୁଣି ଭାଇରାଲ୍‌ ହେଲା ପ୍ରିୟା ପ୍ରକାଶଙ୍କ ନୂଆ ଭିଡିଓ

ମୁମ୍ବାଇ : ଡେବ୍ୟୁ ଫିଲ୍ମ ‘ଉରୁ ଆଦାର ଲଭ୍‌’ର ଏକ କ୍ଲିପ୍‌ ଭାଇରାଲ୍‌ ହେବାପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର । ସେଥିରେ ତାଙ୍କର ଆଖି ମାରିବାର ଷ୍ଟାଇଲ୍‌କୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ । ତା’ ପରେ ପ୍ରିୟା ବେଶ୍‌ କିଛି…

ଜୁଆ ଆଡ୍ଡା ଉପରେ ଚଢାଉ, ୧୦ ଗିରଫ

ଦିଗପହଣ୍ଡି : କୋଭିଡ଼ ୧୯ ପାଇଁ ଚାରିଆଡେ ସଟଡ଼ାଉନ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଦିଗପହଣ୍ଡି ରାଣୀ ସାହି ରେ ବହୁଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୧୦ ଜୁଆଡ଼ି ଙ୍କୁ ଗିରଫ କରିଥିବା ଜଣାପଡିଛି। ରାଣୀ ସାହିର ତ୍ରିନାଥ ନାୟକଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା…

ପ୍ରେମ କାହାଣୀ ଲେଖୁଛନ୍ତି ସଲମାନ୍‌ ଖାନ୍‌

ମୁମ୍ବାଇ : କରୋନା ସଂକ୍ରମଣର ଏହି ସମୟରେ ପାନଭେଲରେ ଥିବା ନିଜ ଫାର୍ମହାଉସ୍‌ରେ ସମୟ ଅତିବାହିତ କରୁଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ । ସେଠାରେ ସେ ମ୍ୟୁଜିକ୍‌ ଭିଡିଓ ସୁଟିଂ କରିବା , ଚିତ୍ର ଆଙ୍କିବା ପରି ବହୁ ସୃଜନାତ୍ମକ କାମ କରୁଛନ୍ତି । ଏବେ ସେ ଆଉ ଏକ ନୂଆ କାମ ହାତକୁ…

ସେନା ଗୁଳିରେ ଟଳିଲେ ୫ ଆତଙ୍କବାଦୀ

ଜମ୍ମୁ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଲଗାତାର ଭାବରେ ଜାରି ରହିଛି। ରବିବାର ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଏନକାଉଣ୍ଟରରେ ବେଳେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଇଛି।…