ସୁରୁଖୁରୁରେ ସ୍ନାନଯାତ୍ରା ପରେ ଏବେ ଘୋଷଯାତ୍ରା ପ୍ରତି ଉତ୍ସୁକତା
ଭୁବନେଶ୍ୱର : ଘୋଷଯାତ୍ରାର ଅନ୍ୟତମ ଆଦ୍ୟପର୍ବ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି । କରୋନା ମହାମାରୀ ତାହାର କାୟା ବିସ୍ତାର କରି ଚାଲିଥିବାବେଳେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଅଟକି ନାହିଁ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ବିଶେଷକରି…
