ଏକ ହୃଦୟସ୍ପର୍ଶୀ ଲଭ୍ଷ୍ଟୋରୀ …. ଏହି ଅଭିନେତ୍ରୀଙ୍କର ୧୬ ବର୍ଷ ବୟସରେ ହୋଇଥିଲା ପ୍ରେମ
ମୁମ୍ୱାଇ : ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ୮ଜୁନ୍ରେ ନିଜର ୬୩ ତମ ଜନ୍ମଦିନ ପାଳିବେ । ଡିମ୍ପଲ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ , ଯିଏ ମହିଳାଙ୍କ ସେହି ଛବିକୁ ହଟେଇ ଦେଖାଇଥିଲେ କି ବିବାହ ପରେ ଅଭିନେତ୍ରୀଙ୍କ ଫିଲ୍ମ ଆଉ ହିଟ୍ ହୁଏ ନାହିଁ ।
ଡିମ୍ପଲଙ୍କ…
