Odia News Portal

ଭଦ୍ରକ କ୍ୱାରେଣ୍ଟିନ ହୋମରେ ଥିବା ଯୁବକଙ୍କ ମୃତ୍ୟୁ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ରାନ୍ଦିଆସ୍ଥିତ କ୍ୱାରେଣ୍ଟିନ ହୋମରେ ଥିବା ଏକ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ୨୫ତାରିଖରୁ ଝାଡ଼ଖଣ୍ଡର ଜଣେ ଯୁବକ କ୍ୱାରେଣ୍ଟିନରେ ରହିଥିଲେ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ପୋଷ୍ଟମର୍ଟମ ପରେ ଯୁବକଙ୍କ…

୬ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ଦିନ  ୬ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୬ଜିଲ୍ଲା…

ଭିଏମ୍‌ସି ପକ୍ଷରୁ ଅନ୍‌ଲାଇନ୍ ଲାଇଭ୍ କ୍ଲାସ୍ ‘ଲର୍ଣ୍ଣ ଫ୍ରମ୍ ହୋମ୍‌’

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ପାଇଁ ଲକ୍‌ଡାଉନ୍ ଯୋଗୁଁ ବନ୍ଦ ଥିବା ଶିକ୍ଷାନୁଷ୍ଠାନଗୁଡିକ ଏବେ ଅନ୍‌ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି । ଏକ୍ଷେତ୍ରରେ ଭିଏମ୍‌ସି ମହାମାରୀ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା ଓ ନିଜର…

ଆସନ୍ତୁ ଜାଣିବା କେତେ କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ

କରୋନା ଭାଇରସ ଏବଂ ଲକଡାଉନ ମଧ୍ୟରେ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସବସିଡି ଭଳି LPG Cylinder ଶସ୍ତା ହୋଇଛି। ତେଲ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG Cylinderର ଦାମ ସମୀକ୍ଷା କରିବା ପରେ ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୩୩ ଟଙ୍କା…

ଝାରସୁଗୁଡ଼ାରେ ୫ଟି ସଚିବ କରୋନା ସମୀକ୍ଷା

ଭୁବନେଶ୍ୱର() ଆଜି ରାଜ୍ୟର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । କରୋନା ସ୍ଥିତି ନେଇ ସେଠାକାର ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ୫ଟି ସଚିବଙ୍କ ସହ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ସେମାନେ ଝାରସୁଗୁଡ଼ାରେ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି

ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି ହୋଇଛି । କରୋନାରେ ୩୫ ହଜାର ୪୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮ ହଜାର ୮୮୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୫ ହଜାର ୦୦୭ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସ୍ଥିତି…

ରାତି ପାହିଲେ ଗଳି କନ୍ଦି ମାଛ ଦୋକାନରେ ଭିଡ଼

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ପ୍ରଶାସନ ମୁଖ୍ୟ ମାଛ ହାଟକୁ ସ୍ଥାନାନ୍ତର କରିବା ସହିତ ସେଠାରେ ପୁଲିସ୍‍ ଜଗାଇଥିବାବେଳେ ଏବେ ରାଜଧାନୀର ଗଳି କନ୍ଦିରେ ଅସ୍ଥାୟୀ ମାଛ ହାଟ ଖୋଲିଲାଣି । ବିଭିନ୍ନ ୟୁନିଟ୍‍ରେ ଖୋଲିଥିବା ମାଛ ଓ ପରିବା ଦୋକାନ କରୋନାର ମୁଖ୍ୟ ବାହକ ହୋଇଯିବାର ଆଶଙ୍କା…

ରାଜ୍ୟରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର । ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟା ଓ୍ବାବସାଇଟ ପଖ୍ୟରୁ ସୂଚନା ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଆପଣଙ୍କ ମନ ଯେମିତି କାମଗୁଡିକ ମଧ୍ୟ ସେହିପରି ସରସ,ସୁନ୍ଦର ରହିବ। ମୁଖଭାବରେ ଶୁକ୍ରଥିବାରୁ ମନଭୁଲାଣିଆ କଥା କହି ଅନ୍ୟମାନଙ୍କୁ ସହଜରେ ଆପଣାର କରିପାରିବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସମ୍ଭାବନା…

ଛାତ୍ରଛାତ୍ରୀଙ୍କ ମାଇଓଆରଜି୩୬୦ ଆପ ତିଆରି କରିବାର ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍ ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି  କରିଥିବା…