ସଂଘ ଏବେ ସଂଗରୋଧ କେନ୍ଦ୍ରରେ ଥିବା ଆଲୋଚନା
ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ଏବେ ସଂଗରୋଧ କେନ୍ଦ୍ରରେ । କର୍ମଚାରୀ ନେତାମାନଙ୍କ ଦେଖାଦର୍ଶନ ନମିଳିବାରୁ ଲୋକସେବା ଭବନରେ ଏଭଳି ଆଲୋଚନା ଜୋର
ଧରିଛି । ସଂଘର କିଛି ସଦସ୍ୟଙ୍କ କହିବା କଥା ଯେ କରୋନା
ଆତଙ୍କ କେବଳ ସାଧାରଣ ଜୀବନଯାତ୍ରା, ଦପ୍ତର, ବଜାର,
ଯାନବାହାନ ବନ୍ଦ…
