ପଙ୍ଗପାଳ ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି
ଭୁବନେଶ୍ୱର() ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ଓଡ଼ିଶାକୁ ପଙ୍ଗପାଳ ବିପଦ ଟଳିନି । ସମ୍ଭାବ୍ୟ ପଙ୍ଗପାଳ ଆତଙ୍କକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । …
