ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷଣ ପାଇଁ ଅନୁମତି
ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଭାରତ ଆଗରେ ମୁଣ୍ଡ ନୂଆଇଁବାକୁ ପଡିଛି । ପୂର୍ବରୁ ଥରେ ମାରାତ୍ମକ କରୋନା ଭାଇରସର ସାମ୍ଭାବ୍ୟ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ ଓ ବ୍ୟବହାର ଉପରେ ସଂଗଠନ ତରଫରୁ ରୋକ ଲଗାଯାଇଥିବା ବେଳେ ଏହାକୁ ପୁଣି ଥରେ ଆରମ୍ଭ କରାଯିବାକୁ ଅନୁମତି ଦିଆଯାଇଛି ।…
