ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ପଡ଼ିଲା ଆଳୁ, ପିଆଜ ଓ ତେଲ
ନୂଆଦିଲ୍ଲୀ() ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ କୃଷକ ନିଜ ସାମଗ୍ରୀ ଯେକୌଣସି ଠାରେ ବିକ୍ରି କରିପାରିବେ । ଦେଶର ଯେକୌଣସି…
