Odia News Portal

କରୋନା ନ ଯାଉଣୁ ମୁଣ୍ଡ ଟେକିଲାଣି ଆଉ ଏକ ଭାଇରସ୍‌

ଏବେ ସାରା ଦୁନିଆ କରୋନା ଭାଇରସ୍‌ ସହ ଲଢ଼େଇ କରୁଥିବା ବେଳେ ଇତିମଧ୍ୟରେ ପୁଣି ଥରେ ମୁଣ୍ଡ ଟେକିଛି ଇବୋଲା ଭାଇରସ୍‌। ଡେମୋକ୍ରେଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋରେ ଇବୋଲା ଭାଇରସ୍‌ର ମାମଲା ସାମ୍ନାକୁ ଆସିଛି। ଏ ନେଇ ସ୍ଥାନୀୟ ଅଧିକାରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ଦେଇଛନ୍ତି।…

ରାଜ୍ୟ ଭିତରେ ଗଡିବ ୫ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ। କାହିଁକିନା ରାଜ୍ୟ ସରକାର ଚଲାଇବେ ୫ଟି ସ୍ୱତନ୍ତ୍ର ଟ୍ରେନ। କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସ୍ପେଶାଲ ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର…

ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା  ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର । ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା…

କନେଷ୍ଟେବଳଙ୍କ ବିରୋଧରେ ଆସିଲା ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅପହରଣକାରୀଙ୍କ ଭିତରେ ଜଣେ କନେଷ୍ଟେବଳ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି କନେଷ୍ଟେବଳ ଜଣଙ୍କ ଖଣ୍ଡଗିରି ପୋଲିସ…

ଏହି ଅଭିନେତ୍ରୀଙ୍କ ସହ ତାଙ୍କ ପୁରା ପରିବାରକୁ କରୋନା, ଜଣାଇଲେ ନିଜର ଯନ୍ତ୍ରଣା….

ଏପର୍ଯ୍ୟନ୍ତ ଅନେକ ବଡ ବଡ ତାରକା କରୋନା ଭାଇରସ କବଳରେ ଆସିସାରିଛନ୍ତି । ନିକଟରେ ସଙ୍ଗୀତକାର ୱାଜିଦ୍ ଖାନଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଏହି ସମୟରେ ‘ୟେ ରିସ୍ତା କୟା କେହଲତା ହେ’ର ପ୍ରଖ୍ୟାତ ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହିନା କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା…

ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା

ପୁରୀ() ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ । ଏହାସହ ଶ୍ରୀମନ୍ଦିର ଚାରିପାଖରେ ମଧ୍ୟ ଲାଗୁ ହେବ ୧୪୪ଧାରା । ସ୍ନାନଯାତ୍ରା ପାଇଁ ବସିଥିବା…

ପ୍ରେମକୁ ଗୁରୁତ୍ବ ଦେଇ କ୍ୟାରିୟରକୁ ତ୍ୟାଗ କରିଛନ୍ତି ଏହି ନାମିଦାମି କଳାକାର

ମୁମ୍ବାଇ() ପ୍ରେମରେ ହୋଇଥିବା ତ୍ୟାଗ ବା ସହନଶୀଳତା ପ୍ରେମର ମହତ୍ୱକୁ ବଢାଇ ଦେଇଥାଏ । ପ୍ରେମ କୌଣସି ସମୟରେ ବା କୌଣସି ସ୍ଥାନରେ ହୋଇଥାଏ । ଏମିତିକି ୨ ଅଲଗା ଅଲଗା ଜାତୀ, ଦେଶ ବା ଧର୍ମର ବ୍ୟକ୍ତି ଯଦି ନିବିଡ ପ୍ରେମରେ ଥାନ୍ତି ତାହାଲେ ତାଙ୍କ ପାଇଁ କେବଳ ପ୍ରେମ ହିଁ ସବୁକିଛି ହୋଇଥାଏ ।…

ସନ୍ତୁଷ୍ଟ ତାଲିକାରେ ନବୀନ ଶୀର୍ଷରେ

ନୂଆଦିଲ୍ଲା() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ । ଦେଶରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ହାରାହାରି ୬୫% ଲୋକ ସନ୍ତୁଷ୍ଟ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ କେଉଁ ରାଜ୍ୟରେ କେତେ ଲୋକ ସନ୍ତୁଷ୍ଟ ତାହାର ତାଲିକାରେ ନବୀନ…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର() ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।…

ଭୂତାଣଠାରୁ ରକ୍ଷା ପାଇବା ସହ ଅର୍ଥ ବ୍ୟବସ୍ଥା ରକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ()କରୋନା ସଙ୍କଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି, ଯାହାକୁ ସୁଧାରିବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଭାରତୀୟ ଉଦ୍ୟୋଗ ପରିସଂଘ ବା CIIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ,…